ଉତ୍ତରାଖଣ୍ଡରେ ସାମ୍ବିଧାନିକ ସଙ୍କଟ: କେମିତି ଫେଡ଼ିବ ବିଜେପି

ଭୁବନେଶ୍ବର, (ଓଟି): ଉତ୍ତର ପ୍ରଦେଶ ପରେ ଉତ୍ତରାଖଣ୍ଡରାଜ୍ୟ ରାଜନୀତିକୁ ନେଇ କେନ୍ଦ୍ର ବିଜେପିର ଆରମ୍ଭ ହୋଇଗଲାଣି ମିଶାଣ ଫେଡ଼ାଣ। ଅଳ୍ପ କିଛି ଦିନ ହେଲା ମୁଖ୍ୟମନ୍ତ୍ରୀ ଗାଦି ସମ୍ଭାଳି ଥିବା ତୀରଥ ସିଂହ ରାୱତ୍‌ଙ୍କୁ କ୍ଷମତାରୁ ଅପସାରଣ କରାଯିବ ନା ନାହିଁ। … Read More