ତେଜପତ୍ରରୁ କେବଳ ମସଲା ନୁହେଁ, ମିଳିଥାଏ ଏହି ସବୁ ଫାଇଦା

(ଓଡିଶା ଟାଇମ୍) : ତେଜପତ୍ରକୁ ସାଧାରଣତଃ ଘରେ ମସଲା ଭାବେ ବ୍ୟବହାର କରିଥାଉ । କିନ୍ତୁ ମସଲା ବ୍ୟତିତ ତେଜପତ୍ରରେ ଅନେକ ଔଷଧୀୟ ଗୁଣ ରହିଛି । ତେବେ ଆସନ୍ତୁ ଜାଣିବା ତେଜପତ୍ରକୁ କେଉଁ କେଉଁ ରୂପରେ ବ୍ୟବହାର କରିପାରିବା । … Read More