ଟେକ୍ ମହିନ୍ଦ୍ରା ଫାଉଡେସନ ଓ ପିକକ୍ ପକ୍ଷରୁ ୩୫୦ ବିପନ୍ନ ପରିବାର ଙ୍କୁ ଖାଦ୍ୟ ସାମଗ୍ରୀ ବଣ୍ଟନ
ଭୁବନେଶ୍ବର, (ଓଡିଶା ଟାଇମ୍) : ଟେକ୍ ମହିନ୍ଦ୍ରା ଫାଉଡେସନ ଓ ରାଜ୍ୟ ର ଅଗ୍ରଣୀ ସ୍ୱେଛାସେବୀ ସଙ୍ଗଠନ ପିପୁଲସ୍ କଲଚରାଲ ସେଣ୍ଟର (ପିକକ୍), ପକ୍ଷରୁ କୋଭିଡ ମହାମାରୀ ରେ ବିପନ୍ନ ହୋଇ ପଡିଥିବା ୩୫୦ ପରିବାର ଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ … Read More