ଟାଟା ପାୱାର ପକ୍ଷରୁ ଓଡ଼ିଶାର ୱେସ୍କୋ ଓ ସାଉଥ୍କୋ ଡିସ୍କମ୍ ପାଇଁ ଲେଟର୍ ଅଫ୍ ଇଟେଂଟ୍ ହାସଲ
ଭୁବନେଶ୍ବର, (ଓଡିଶା ଟାଇମ୍) :ଭାରତର ସର୍ବବୃହତ ସମନ୍ୱିତ ବିଦ୍ୟୁତ ୟୁଟିଲିଟି ଟାଟା ପାୱାର ପକ୍ଷରୁ ଆଜି ଘୋଷଣା କରାଯାଇଛି ଯେ ଓଡ଼ିଶାରେ ରାଉରକେଲା, ବୁର୍ଲା, ଭବାନୀପାଟଣା, ବଲାଙ୍ଗୀର, ବରଗଡ଼କୁ ନେଇ ୱେସ୍କୋର ୫ଟି ସର୍କଲ୍ ଓ ଗଂଜାମ ସହର, ବହ୍ମପୁର, ଆସ୍କା,ଭଂଜନଗର, … Read More