ପିପିଲି ଉପ ନିର୍ବାଚନ: ସକାଳ ୮ଟାରୁ ଭୋଟ୍‌ ଗଣତି, ତାଲାପଡ଼ିଛି ୧୦ ପ୍ରାର୍ଥୀଙ୍କ ଭାଗ୍ୟ

ଭୁବନେଶ୍ୱର (ଓଡ଼ିଶା ଟାଇମ୍‌): ରବିବାର  ଅପରାହ୍ଣ ସୁଦ୍ଧା ଆସିପାରେ ପିପିଲି ଉପନିର୍ବାଚନ ଫଳାଫଳ। ୧୦ ଜଣ ପ୍ରାର୍ଥୀଙ୍କ ଭିତରୁ କିଏ ଜିତିବ ଏବଂ କିଏ ହାରିବ ତାହା ସ୍ପଷ୍ଟ ହେବ। ଏଥିଲାଗି ଭୋଟର ଦେଇଥିବା ରାୟକୁ ସକାଳ ୮ଟାରୁ ଗଣତି ହେବ।  … Read More