କ୍ଲଷ୍ଟ୍ରୋଫୋବିଆ ଉପରେ ରିୟାଙ୍କୁ କଡା ଜବାବ ଦେଲେ ପୂର୍ବତନ ଗାର୍ଲଫ୍ରେଣ୍ଡ ଅଙ୍କିତା
ମୁମ୍ବାଇ, (ଓଡିଶା ଟାଇମ୍): ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ କ୍ଲଷ୍ଟ୍ରୋଫୋବିଆରେ ପିଡିତ ଥିବା ନେଇ ଏକ ଗଣମାଧ୍ୟମରେ କହିଛନ୍ତି ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ । ଯାହା ପରେ ରିୟାଙ୍କୁ କଡା ଜବାବ ଦେଇଛନ୍ତି ପୂର୍ବତନ ଗାର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେ । … Read More