ହାଥରସ୍ ଘଟଣାକୁ ଭୟାନକ ଦର୍ଶାଇଲେ ସୁପ୍ରିମକୋର୍ଟ, ଯୋଗୀ ସରକାରଙ୍କୁ ମାଗିଲେ ୩ ଜବାବ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ଉତ୍ତର ପ୍ରଦେଶର ହାଥରସ୍‌ରେ ଦଳିତ ଯୁବତୀଙ୍କ ସହ ଗଣବଳାତ୍କାର ଏବଂ ହତ୍ୟା ଘଟଣାକୁ ନେଇ ଦାଖଲ ଜନସ୍ଵାର୍ଥ ମାମଲାରେ ଆଜି ସୁପ୍ରିମକୋର୍ଟର ଶୁଣାଣି ହୋଇଛି। ଶୁଣାଣି ବେଳେ ଯୋଗୀ ଆଦିତ୍ୟନାଥ ସରକାର ସର୍ବୋଚ୍ଚ ନ୍ୟାୟାଳୟର ଜଜଙ୍କ ତତ୍ଵାବଧାନରେ … Read More

୨୮ ବର୍ଷ ପରେ ଆସିଲା ବାବ୍ରି ମସଜିଦ୍ ଧ୍ୱଂସ ମାମଲାର ଚୂଡ଼ାନ୍ତ ରାୟ : ସମସ୍ତ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷ ଘୋଷଣା କଲେ କୋର୍ଟ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ୨୮ ବର୍ଷ ପରେ ବହୁ ପ୍ରତିକ୍ଷିତ ବାବ୍ରି ମସଜିଦ୍ ମାମଲାର ଶୁଣାଣି ବୁଧବାର ସିବିଆଇର ସ୍ୱତନ୍ତ୍ର କୋର୍ଟ କରିଛନ୍ତି। ମସଜିଦ ଭାଙ୍ଗିବା ନେଇ କୌଣସି ଷଡ଼ଯନ୍ତ୍ର ହୋଇ ନ ଥିଲା । ବାବ୍ରୀ ଭଙ୍ଗା ପୂର୍ବ … Read More

ଆଜି ଆସିବ ବାବ୍ରି ମସଜିଦ୍ ଭଙ୍ଗା ମାମଲାର ରାୟ

ଲକ୍ଷ୍ନୌ, (ଓଡିଶା ଟାଇମ୍ଆ) : ଆଜି ଆସିବ ବାବ୍ରି ମସଜିଦ୍ ଭଙ୍ଗା ମାମଲାର ରାୟ । ଲକ୍ଷ୍ନୌର ସ୍ପେଶାଲ ସିବିଆଇ କୋର୍ଟ ବବ୍ରି ମସଜିଦ ଭଙ୍ଗା ମାମଲାର ରାୟ ଶୁଣାଇବେ । ତେବେ ଏହାର ରାୟ ବେଳେ ଏହାର ମୁଖ୍ୟ ଅଭିଯୁକ୍ତ … Read More

ସୁପ୍ରିମକୋର୍ଟ ଗଲେ ବର୍ଷା ପ୍ରିୟଦର୍ଶିନୀ

ଭୁବନେଶ୍ବର, (ଓଡିଶା ଟାଇମ୍) :ଅନୁଭବ-ବର୍ଷାଙ୍କ ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏବେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ଅନୁଭବ ଦାୟର କରିଥିବା ଛାଡପତ୍ର ମାମଲାକୁ ସ୍ଥାନାନ୍ତର କରିବାକୁ ବର୍ଷା ଆବେଦନ କରିଛନ୍ତି। ଦିଲ୍ଲୀ ପଟିଆଲା ହାଉସ୍‌ କୋର୍ଟରୁ … Read More

ସୁଶାନ୍ତ ସିଂ ମୃତ୍ୟୁ ମାମଲା: CBI ତଦନ୍ତ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ମୁମ୍ବାଇ, (ଓଡିଶା ଟାଇମ୍) :ସୁଶାନ୍ତ ସିଂହ ରାଜପୁତ ମାମଲାର  ଯାଞ୍ଚକୁ ନେଇ ସୁପ୍ରିମ କୋର୍ଟ ନିର୍ଦେଶ ଦେଇଛନ୍ତି। ସୁପ୍ରିମ କୋର୍ଟ ମାମଲା ଯାଞ୍ଚର ଜିମା ସିବିଆଇକୁ ଦେଇଛନ୍ତି। ଏବେ ଏହି ମାମଲାର ତଦନ୍ତ ସିବିଆଇ କରିବ। ଦୀର୍ଘ ଦିନରୁ ସୁଶାନ୍ତଙ୍କ ପରିବାର … Read More

ରଥ ଯାତ୍ରା ନିଷେଧ, ଅନୁମତି ଦେଲେ ଭଗବାନ କ୍ଷମା କରିବେ ନାହିଁ- ସୁପ୍ରିମକୋର୍ଟ

ପୁରୀ, (ଓଡିଶା ଟାଇମ୍) : କରୋନାଭାଇରସ୍ ଆକ୍ରାନ୍ତକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ପୁରୀ ରଥ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଅଦାଲତ କହିଛନ୍ତି ଯେ ଜନସାଧାରଣଙ୍କ ସ୍ୱାର୍ଥ ଏବଂ ନିରାପତ୍ତାକୁ ଦୃଷ୍ଟିରେ ରଖି ଆମେ ଚଳିତ ବର୍ଷ ରଥ ଯାତ୍ରାକୁ ଅନୁମତି … Read More

ଆଜିଠାରୁ ୧୫ଦିନରେ ସବୁ ପ୍ରବାସୀଙ୍କୁ ଘରେ ପହଞ୍ଚାଅ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : କରୋନା ଲକ୍‌ଡାଉନ ଯୋଗୁ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଥିବା ପ୍ରବାସୀଙ୍କ ପାଇଁ କୋହଳ ମନୋଭାବ ପୋଷଣ କରିଛନ୍ତି ସୁପ୍ରିମ୍‌କୋର୍ଟ। ପ୍ରବାସୀଙ୍କ ସମସ୍ୟାକୁ ଦେଖିବା ପରେ ଆଜି ସେମାନଙ୍କ ସପକ୍ଷରେ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି କୋର୍ଟ । ଏହି … Read More