ରଥଯାତ୍ରାକୁ ଅନୁମତି

ଜଗାର ଲୀଳା । ତାକୁ ବୁଝିବା ବହୁତ କଷ୍ଟକର । ଗତ ୧୮ ତାରିଖରେ ଯେଉଁ ସୁପ୍ରିମକୋର୍ଟ ଜଗାର ରଥଯାତ୍ରାକୁ ସ୍ଥଗିଥ କରିଥିଲେ ସେହି ସୁପ୍ରିମକୋର୍ଟ ଆଜି ପୁଣି ଅନୁମତି ପ୍ରଦାନ କରିଛନ୍ତି । କିନ୍ତୁ ସର୍ବୋଚ୍ଚ ଅଦାଲତର ଏହି ନିଷ୍ପତ୍ତି … Read More

ନିଟ୍‌ ମାମଲା – ସଂରକ୍ଷଣ ଏକ ମୌଳିକ ଅଧିକାର ନୁହେଁ ବୋଲି ସୁପ୍ରିମକୋର୍ଟଙ୍କ ମନ୍ତବ୍ୟ

ଜର୍ଜ ଓରୱେଲ ଏକ ପରିପ୍ରେକ୍ଷୀରେ ଠିକ୍ କହିଥିଲେ, “ଛଳନା, କପଟ ଓ ବର୍ବରତାର ଏହି ଯୁଗରେ ଯିଏ ସତ କହେ ତାଠାରୁ ଅଧିକ ବିପ୍ଲବୀ କେହି ନୁହଁନ୍ତି” । ସୁପ୍ରିମକୋର୍ଟଙ୍କ ଏକ ନିଷ୍ପତ୍ତିରେ ଏହା ସମ୍ପୂର୍ଣ୍ଣରୂପେ ଖାପ ଖାଉଛି । ସଂରକ୍ଷଣ … Read More

ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି- ରାଜ୍ୟ ସରକାର ପ୍ରବାସୀ ଶ୍ରମିକଙ୍କ ପାଇଁ ଭଡ଼ା ଏବଂ ଖାଦ୍ୟ ଦେବେ

ଦେଶରେ ଫସି ରହିଥିବା ପ୍ରବାସୀ ଶ୍ରମିକଙ୍କ ସମସ୍ୟା ଏବଂ ସେମାନଙ୍କ ସମ୍ମୁଖୀନ ହେଉଥିବା ବିପର୍ଯ୍ୟୟ ଉପରେ ସୁପ୍ରିମକୋର୍ଟ ଏକ ବଡ଼ ରାୟ ଦେଇଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟ ଏହାର ମଧ୍ୟବର୍ତ୍ତୀକାଳୀନ ଆଦେଶରେ କହିଛନ୍ତି ଯେ ବସ୍, ଟ୍ରେନ୍ ଭଡ଼ା ପାଇଁ ଶ୍ରମିକଙ୍କ … Read More

ଲକଡାଉନ୍‌ରେ ସମ୍ପୂର୍ଣ୍ଣ ଦରମା: ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ ସୁପ୍ରିମକୋର୍ଟରେ ସ୍ଥଗିତ

ଯେଉଁ କମ୍ପାନୀଗୁଡିକ ଲକଡାଉନ୍‌ରେ ସମ୍ପୂର୍ଣ୍ଣ ମଜୁରୀ ଦେଇପାରିବେ ନାହିଁ ସେମାନଙ୍କ ବିରୋଧରେ ମାମଲା ରୁଜୁ ନକରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଶୁକ୍ରବାର ଦିନ ସମଗ୍ର ଦେଶର ପ୍ରଶାସନକୁ ନିର୍ଦ୍ଦେଶ ଦେଇ ସୁପ୍ରିମକୋର୍ଟ କହିଛନ୍ତି ଯେ କୋଭିଡ – ୧୯ କାରଣରୁ … Read More

ବାବ୍ରି ମସଜିଦ ଭାଙ୍ଗିବା ମାମଲା ଶୁଣାଣି ୩୧ ଅଗଷ୍ଟ ସୁଦ୍ଧା ଶେଷ କର- ସୁପ୍ରିମକୋର୍ଟ

ଏହି ମାମଲାରେ ବିଜେପି ନେତା ଏଲ.କେ ଆଡ଼ଭାନୀ, ମୁରଲୀ ମନୋହର ଯୋଶୀଙ୍କ ସମେତ ଅନେକ ନେତାଙ୍କ ବିରୋଧରେ ବିଚାର ଚାଲିଛି  ଜଷ୍ଟିସ୍ ରୋହିଣ୍ଟନ୍ ନରିମାନଙ୍କ ନେତୃତ୍ୱରେ ଏକ ବେଞ୍ଚ ସ୍ୱତନ୍ତ୍ର ବିଚାରପତିଙ୍କୁ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ବିବୃତ୍ତି ରେକର୍ଡ଼ କରିବାକୁ କହିଛି  … Read More

ସିଜେଆଇ ଯୌନ ନିର୍ଯାତନା ମାମଲାର ତଦନ୍ତ କରିବେ ପୂର୍ବତନ ବିଚାରପତି ଜଷ୍ଟିସ ଏକେ ପଟ୍ଟନାୟକ

ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ ଦେଶର ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗେଇଙ୍କ ବିରୋଧରେ ଆସିଥିବା ଯୌନ ନିର୍ଯାତନା ଅଭିଯୋଗ ଓ ଏହା ପଛରେ ରହିଥିବା ଷଡ଼ଯନ୍ତ୍ରର ତଦନ୍ତ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଅନଙ୍ଗ କୁମାର ପଟ୍ଟନାୟକ କରିବେ ବୋଲି ସୁପ୍ରିମକୋର୍ଟଙ୍କ … Read More

ନିଆଁ ସାଙ୍ଗରେ ଖେଳ ନାହିଁ: ସୁପ୍ରିମ୍‌ କୋର୍ଟ

ଏ ଦେଶର ଧନୀ ଓ କ୍ଷମତାଶାଳୀମାନଙ୍କୁ କହିବାର ସମୟ ଆସି ଯାଇଛି ଯେ ସେମାନେ ନିଆଁ ସାଙ୍ଗରେ ଖେଳୁଛନ୍ତି। ସେମାନେ ତାହା କରନ୍ତୁ ନାହିଁ ବୋଲି ନ୍ୟାୟପାଳିକା ଉପରେ ହୋଇଥିବା ବିଧିବଦ୍ଧ ଆକ୍ରମଣ ସଂକ୍ରାନ୍ତରେ କ୍ଷୋଭ ପ୍ରକାଶ କରି ଗୁରୁବାର ଦିନ … Read More

ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ ବିରୋଧରେ ଯୌନ ନିର୍ଯ୍ୟାତନା ଅଭିଯୋଗ

ରଞ୍ଜନ ଗୋଗଇ କହିଲେ ବଡ଼ ଷଡ଼ଯନ୍ତ୍ର ଭାରତର ପ୍ରଧାନ ବିଚାରପତିଙ୍କ ବିରୋଧରେ ଜଣେ ପୂର୍ବତନ ମହିଳା କର୍ମଚାରୀ ଆଣିଥିବା ବ୍ୟଭିଚାର ଅଭିଯୋଗ ମାମଲା ପାଇଁ ଶନିବାର ଦିନ ସୁପ୍ରିମ୍‌କୋର୍ଟ ଏକ ଜରୁରୀ ଶୁଣାଣି ଆୟୋଜନ କରାଯାଇଛି। ଏଥିରେ ତାଙ୍କ ବିରୋଧରେ ଆଗତ … Read More

ମସ୍‌ଜିଦ୍‌ରେ ମହିଳା ପ୍ରବେଶ: ସୁପ୍ରିମ୍‌କୋର୍ଟରେ ହେବ ଶୁଣାଣି

ଇସ୍‌ଲାମ୍‌ ସମ୍ପ୍ରଦାୟର ଧର୍ମପୀଠ ମସ୍‌ଜିଦ୍‌ ଭିତରେ ମହିଳାଙ୍କ ପ୍ରବେଶ ଓ ତାଙ୍କ ପୂଜାର୍ଚନା ନେଇ ଥିବା ପ୍ରତିବନ୍ଧକ ଉଠାଇବାକୁ ହୋଇଥିବା ଆବେଦନର ଶୁଣାଣି କରିବାକୁ ସୁପ୍ରିମ୍‌କୋଟର୍ର୍ ରାଜି ହୋଇଛନ୍ତି। କୋର୍ଟଙ୍କ ପୂର୍ବ ବିଚାର ଏବଂ ସାବରିମାଳା ମାମଲାକୁ ଆଖିରେ ରଖି କୋର୍ଟ … Read More

ଇଲେକ୍ଟୋରାଲ୍‌ ବଣ୍ଡ୍‌ ମାଧ୍ୟମରେ ମିଳୁଥିବା ଅନୁଦାନର ପୂର୍ଣ୍ଣ ବିବରଣୀ ଦାଖଲ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଇଲେକ୍ଟୋରାଲ୍‌ ବଣ୍ଡ୍‌ ଉପରେ ଅସ୍ଥାୟୀ ରହିତାଦେଶ ଜାରି କରିବାକୁ ହୋଇଥିବା ଆବେଦନକୁ ଶୁକ୍ରବାର ଦିନ ସୁପ୍ରିମକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଦଳଗୁଡ଼ିକ ପ୍ରତି ବିଜ୍ଞପ୍ତି ଜାରି କରି ଶୀର୍ଷ ଅଦାଲତ କହିଛନ୍ତି କି, ମେ ୩୦ ସୁଦ୍ଧା ସେମାନେ ଦାତାମାନଙ୍କର ଓ … Read More