‘ବିଗ୍ ଟେକ୍’ ଫେସବୁକ୍ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ପ୍ରଭାବିତ କରୁଛି : ସୁପ୍ରିମକୋର୍ଟ
“ଏହାର ବ୍ୟବହାରକାରୀଙ୍କ ଦ୍ୱାରା ପୋଷ୍ଟ କରାଯାଇଥିବା ବାର୍ତ୍ତା କିମ୍ବା ସୂଚନା ବିଷୟରେ ଫେସବୁକ୍ର ଭୂମିକା ଆହୁରି ଗୁରୁତ୍ୱପୂର୍ଣ୍ଣ ହୋଇଯାଏ । ଏହାର ଭୂମିକା ଏତେ ସରଳ ନୁହେଁ ଯେ ନିଜ ପ୍ଲାଟଫର୍ମରେ ପୋଷ୍ଟ କରାଯାଇଥିବା ସୂଚନାଠାରୁ ନିଜକୁ ଦୂରେଇ ରଖିବା ।” … Read More