ପ୍ରଥମରୁ ଦ୍ବାଦଶ ୩୦ ପ୍ରତିଶତ ସିଲାବସ କମିଲା : ସମୀର ରଞ୍ଜନ ଦାଶ

ଭୁବନେଶ୍ବର, (ଓଡିଶା ଟାଇମ୍) :  କରୋନା ପାଇଁ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ବେଶ ପ୍ରଭାବ ପଡ଼ିଛି । କାରଣ କରୋନା ପାଇଁ ସମସ୍ତ ସ୍କୁଲ ବନ୍ଦ ରହିଛି । କିନ୍ତୁ ଏହାରି ମଧ୍ୟରେ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । … Read More