ବିଧାନସଭାକୁ ଚାରିପଟୁ ସିଲ୍ କଲା ପୋଲିସ

ଭୁବନେଶ୍ବର, (ଓଡିଶା ଟାଇମ୍) :ସୁରକ୍ଷା ଦୃଷ୍ଟିରୁ ବିଧାନସଭା ଚତୁପାର୍ଶ୍ୱ ରାସ୍ତାକୁ ସିଲ୍ କଲା କମିଶନରେଟ୍ ପୋଲିସ । ଏହାସହ ସୁରକ୍ଷା ଦୃଷ୍ଟିରୁ ବିଧାନସଭାକୁ ଲାଗି ରହିଥିବା ଅଞ୍ଚଳରେ କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାରିକେଡ୍ ଲଗାଯାଇଛି । ଲୋକସେବା ଭବନ ଠାରୁ ରବୀନ୍ଦ୍ର … Read More

ସାଂସଦ ଅପରାଜିତା ଷଡଙ୍ଗୀଙ୍କ କାର୍ଯ୍ୟାଳୟ ସିଲ୍

ଭୁବନେଶ୍ବର, (ଓଡିଶା ଟାଇମ୍) : ସିଲ୍ ହେଲା ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କ କାର୍ଯ୍ୟାଳୟ । ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ସାଂସଦଙ୍କ ପଳାସପଲ୍ଲୀ ସ୍ଥିତ କାର୍ଯ୍ୟାଳୟକୁ ସିଲ୍ କରାଯାଇଛି । କାର୍ଯ୍ୟାଳୟରେ ଜନ୍ମଦିନ ପାଳନ କରିଥିଲେ ସାଂସଦ ଅପରାଜିତା ଷଡଙ୍ଗୀ … Read More

୫ ଦିନ ପାଇଁ ବୁର୍ଲା ଥାନା ସିଲ୍

ବୁର୍ଲା, (ଓଡିଶା ଟାଇମ୍) : ସିଲ୍ ହେଲା ସମ୍ବଲପୁରର ବୁର୍ଲା ଥାନା । ଦୁଇ ଜଣ ପୋଲିସ କର୍ମଚାରୀ କରୋନା ପୋଜେଟିଭ୍ ଚିହ୍ନଟ ହେବା ପରେ ଏଭଳି ନିଷ୍ପତ୍ତି ନେଇ ପୋଲିସ ପ୍ରଶାସନ । ତେବେ ଆସନ୍ତା ୫ ଦିନ ପାଇଁ … Read More

ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ଆଇସିୟୁ ସିଲ୍

ବଲାଙ୍ଗୀର, (ଓଡିଶା ଟାଇମ୍) : ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲର ଆଇସିୟୁ ବିଭାଗରେ ଦୁଇ ଜଣ କରୋନା ସଂକ୍ରମିତ ଚିହ୍ନଟ ପରେ ଆଇସିୟୁକୁ ସିଲ୍ କରାଯାଇଛି । ତେବେ ଏନେଇ ମେଡିକାଲ କଲେଜ ହସ୍ପିଟାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ସେପଟେ … Read More

୩ଦିନ ପାଇଁ ରାୟଗଡ଼ା ଥାନା ସିଲ୍

ରାୟଗଡ଼ା, (ଓଡିଶା ଟାଇମ୍) : ରାଜ୍ୟରେ ହୁ ହୁ ହୋଇ କରୋନା ବଢିବାରେ ଲାଗିଛି। ଆସନ୍ତା ୩ଦିନ ପାଇଁ ରାୟଗଡ଼ା ଥାନାକୁ ସିଲ୍‌ କରାଯାଇଛି । ୧୪ ଜଣ ଯବାନ କରୋନା ଆକ୍ରାନ୍ତ ଚିହ୍ନଟ ପରେ ପଦକ୍ଷେପ ନେଇଛି ସ୍ଥାନୀୟ ପ୍ରଶାସନ … Read More

ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ICU ସିଲ୍

ପୁରୀ, (ଓଡିଶା ଟାଇମ୍) : ରାଜ୍ୟରେ ହୁ ହୁ ହୋଇ କରୋନା ବଢିବାରେ ଲାଗିଛି। ମେଡିକାଲରୁ କରୋନା ପଜିଟିଭ୍‌ ପରେ ଚିନ୍ତା ଘାରିଛି ।  ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ICU ସିଲ । ICUରେ ଭର୍ତ୍ତି ଜଣେ ରୋଗୀ କରୋନା … Read More

ଗଣପତିନଗର ବସ୍ତିକୁ ସିଲ୍‌ କଲା ବିଏମ୍‌ସି

ଭୁବନେଶ୍ବର, (ଓଡିଶା ଟାଇମ୍) : ଭୁବନେଶ୍ବର ଗଣପତି ବସ୍ତିରେ ଏକାଥରକେ ୧୪ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ବସ୍ତିର ଜଣେ ଗର୍ଭବତୀ ମହିଳାଙ୍କ ସଂସ୍ପର୍ଶରେ ଆସି ସମସ୍ତେ ସଂକ୍ରମିତ ହୋଇଛନ୍ତି । ଅଧିକାଂଶ ମହିଳାଙ୍କ ପାଖ ପଡୋଶୀ । ସଂକ୍ରମିତଙ୍କ ମଧ୍ୟରେ … Read More

ଭୁବନେଶ୍ବର ୟୁନିଟ୍ -୪ ମାର୍କେଟ୍ ସିଲ୍

ଭୁବନେଶ୍ବର, (ଓଡିଶା ଟାଇମ୍) :ଭୁବନେଶ୍ବରରେ ଦିନକୁ ଦିନ କରୋନା ସଂଖ୍ୟା ବଢିବାରେ ଲାଗିଛି।  ସେଥିପାଇଁ ଭୁବନେଶ୍ଵର ୟୁନିଟ୍ -୪ ମାର୍କେଟ୍  ସିଲ୍ କରିଦିଆଯାଇଛି । ଭୁବନେଶ୍ବରରେ କେତେକ ବ୍ୟକ୍ତି କରୋନା ପଜିଟିଭ୍ ଚିହ୍ନଟ ହେବାପରେ ୟୁନିଟ୍ -୪ ମାର୍କେଟକୁ ସିଲ୍ କରାଯାଇଛି … Read More

କୋଭିଡ ନିୟମ ଉଲଙ୍ଘନରେ ବନ୍ଦ ହେଲା ଟେକ୍ ମହିନ୍ଦ୍ରା

ଭୁବନେଶ୍ୱର,(ଓଡିଶା ଟାଇମ୍) : ଆଜି ଚନ୍ଦ୍ରଶେଖରପୁର ଅଂଚଳର ଏକ କମ୍ପାନୀ କାର୍ଯ୍ୟାଳୟ ଟେକ୍ ମହିନ୍ଦ୍ରାକୁ ବନ୍ଦ କରିଛନ୍ତି ଭୁବନେଶ୍ୱର ମହାନଗର ନିଗମ । ଚାଲୁ ରହିଥିବା ରୋଗ ନିରୀକ୍ଷଣ ଏବଂ ବ୍ୟବସ୍ଥାଗତ ବିବରଣୀ ରୁ ସମ୍ପୃକ୍ତ କାର୍ଯ୍ୟାଳୟରେ ଗୋଟିଏ ପରେ ଗୋଟିଏ … Read More