ଭାରତରେ ପ୍ରଥମ ଥର ପାଇଁ ଗୁଜୁରାଟରୁ ଆରମ୍ଭ ହେଉଛି ସି-ପ୍ଲେନ୍ ସେବା, ୨୨୦ କିଲୋମିଟର ଯାତ୍ରା ପୂରା ହେବ ୪୫ ମିନିଟରେ

ଅହମଦାବାଦ, (ଓଡିଶା ଟାଇମ୍ ) :ଭାରତରେ ପ୍ରଥମ ଥର ପାଇଁ ସି-ପ୍ଲେନ୍ ସେବା ଆରମ୍ଭ ହେବାକୁ ଯାଉଛି। ଏହାର ପ୍ରାରମ୍ଭ ଗୁଜୁରାଟ ସାବରମତୀ ନଦୀରୁ ହେବ। କେନ୍ଦ୍ର ସରକାରଙ୍କ ନିର୍ଦେଶ କ୍ରମେ ଗୁଜୁରାଟ ସରକାର ସି-ପ୍ଲେନ୍ ପ୍ରୋଜେକ୍ଟ ଲଞ୍ଚ କରିବେ। ଅବଶ୍ୟ … Read More