ଅନଲକ୍ ୫.୦ ଗାଇଡ୍‌ଲାଇନ୍: ଖୋଲିବ ସିନେମା ହଲ୍, ମନୋରଞ୍ଜନ ପାର୍କ, ସ୍କୁଲ-କଲେଜ୍ ଉପରେ ରାଜ୍ୟ ନେବେ ନିଷ୍ପତ୍ତି

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :କରୋନା ସଂକ୍ରମଣର ପ୍ରକୋପ ମଧ୍ୟରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅନଲକ୍‌-୫ ପାଇଁ ଗାଇଡ୍‌ଲାଇନ୍ ଜାରି କରିଛନ୍ତି। ଗୃହ ମନ୍ତ୍ରଣାଳୟର ଗାଇଡ୍‌ଲାଇନ୍‌ ଅନୁଯାୟୀ ଅନଲକ-୫ରେ ସିନେମାଘର ଓ ମଲ୍‌ଟିପ୍ଲେକ୍ସ ୫୦ ପ୍ରତିଶତ ସିଟ୍‌ ସହିତ ଖୋଲିବ। ଅକ୍ଟୋବର ୧୫ରୁ … Read More

ହାଇକୋର୍ଟରେ ଘରୋଇ ସ୍କୁଲ ଫି’ ବୃଦ୍ଧି ମାମଲା: ବୈଠକ ପାଇଁ ଗଣଶିକ୍ଷା ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ବର, (ଓଡିଶା ଟାଇମ୍): ହାଇକୋର୍ଟରେ ବେସରକାରୀ ସ୍କୁଲ ଫି ବୃଦ୍ଧି ମାମଲା ରୁଜୁ ହୋଇଥିଲା । ଏହି ମାମଲାର ଆପୋସ ସମାଧାନ ପାଇଁ ହାଇକୋର୍ଟ ପରାମର୍ଶ ଦେଇଛନ୍ତି । ଏହାସହ ଗଣଶିକ୍ଷା ସଚିବଙ୍କ ଅଧ୍ୟକ୍ଷତାରେ ମିଳିତ ବୈଠକ କରିବା ପାଇଁ ନିର୍ଦ୍ଦେଶ … Read More

ଏବେ ସ୍କୁଲ ଖୋଲିବାର ସମ୍ଭାବନା ନାହିଁ, ଗାଁକୁ ଯାଇ ପାଠ ପଢାଇବେ ଶିକ୍ଷକ- ସମୀର ଦାସ

ଭୁବନେଶ୍ବର, (ଓଡିଶା ଟାଇମ୍) :କରୋନା ସଙ୍କଟରେ ରାଜ୍ୟରେ ସ୍କୁଲ ଖୋଲିବା ନେଇ ଚାଲିଛି କଳ୍ପନାଜଳ୍ପନା। ଏହାରି ମଧ୍ୟରେ ସ୍କୁଲ ଖୋଲିବ ନେଇ ଆଜି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ସେ କହିଛନ୍ତି ଯେ, ‘ ଏବେ … Read More

ସୋମବାରଠାରୁ ବିଦ୍ୟାଳୟରେ ନାମ ଲେଖାଇପାରିବେ ଛାତ୍ରଛାତ୍ରୀ

ଭୁବନେଶ୍ଵର, (ଓଡିଶା ଟାଇମ୍) : ଗତ ବର୍ଷ ଯେଉଁ ସବୁ ସ୍କୁଲରେ ଆଡମିଶନ୍ ହୋଇଥୁଲା , ଚଳିତ ବର୍ଷ ବି ସେହି ସବୁ ସ୍କୁଲରେ ଆଡମିଶନ୍ କରାଯିବ । ଆସନ୍ତା ସୋମବାରଠାରୁ ଜୁଲାଇ ୧୫ ଯାଏ ଏହି ନାମଲେଖା ପ୍ରକ୍ରିୟା ଚାଲିବ … Read More

ରାଜ୍ୟରେ ଜୁନ୍ ୧୭ରୁ ଖୋଲିବନି ସ୍କୁଲ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ଜୁନ୍ ୧୭ ତାରିଖରୁ ଖୋଲିବ ନାହିଁ ସ୍କୁଲ୍‌ । ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି । କରୋନା ଭାଇରସ୍ ଯୋଗୁଁ ଲକ୍ ଡାଉନ୍ ବଳବତ୍ତର ଥିବା ଯୋଗୁଁ … Read More