ସେପ୍ଟେମ୍ବର ୨୮ରୁ ଖୋଲିବ ସମସ୍ତ ସ୍କୁଲ, ଏହି ରାଜ୍ୟ ଜାରି କଲା ଗାଇଡଲାଇନ୍
ବିହାର, (ଓଡିଶା ଟାଇମ୍ବି) : ବିହାରରେ ସେପ୍ଟେମ୍ବର ୨୮ରୁ ସ୍କୁଲ ଖୋଲିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ଅର୍ଥାତ ସରକାରଙ୍କ ଏହି ନିଷ୍ପତ୍ତିରେ ପିଲାମାନେ ସପ୍ତାହରେ ୨ ଦିନ ସ୍କୁଲ ଆସିବେ । ଏହି ସମୟରେ ୫୦ ପ୍ରତିଶତ ଶିକ୍ଷକ … Read More