ଆଜି ଶାହାରୁଖ ଖାନ୍‌ଙ୍କ ଜନ୍ମଦିନ: ୫୫ ବର୍ଷରେ ପାଦ ଥାପିଲେ ରୋମାନ୍ସ କିଙ୍ଗ୍‌, ଛୁଟୁଛି ଶୁଭେଚ୍ଛାର ସୁଅ

ମୁମ୍ବାଇ, (ଓଡ଼ିଶା ଟାଇମ୍‌): ପ୍ରଶଂସକମାନଙ୍କ ହୃଦୟରେ ସେ କରନ୍ତି ରାଜ୍ । ରୋମାଣ୍ଟିକ ହିରୋ ଭାବେ ସେ ବଲିଉଡରେ ବେଶ୍ ପରିଚିତ। ନିଜ ଅଭିନୟର ଯାଦୁରେ ସେ ସମସ୍ତଙ୍କୁ ବାନ୍ଧି ରଖନ୍ତି । ଏହି ଅନନ୍ୟ ଅଭିନେତା ଜଣକ ହେଉଛନ୍ତି ବଲିଉଡର … Read More