ସଂବାଦର ସପ୍ତମ ସଂସ୍କରଣର ଶୁଭାରମ୍ଭ, ଆଦିବାସୀତ୍ୱକୁ ପାଳନ କରିବା ଲାଗି ଏକ ସ୍ୱତନ୍ତ୍ର ମଂଚ ଯେଉଁଥିରେ ଭାରତର ୨୩ଟି ରାଜ୍ୟ ଓ ୧୭ଟି ଦେଶ ଅଂଶଗ୍ରହଣ କରିବେ
ଭୁବନେଶ୍ବର, (ଓଡିଶା ଟାଇମ୍) : ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ସର୍ବଭାରତୀୟ ଆଦିବାସୀ ସମ୍ମିଳନୀ ସଂବାଦ ଆଜିଠାରୁ ଆରମ୍ଭ ହୋଇଥିବା ବେଳେ ଏହି ଆଲୋଚନା ଏବଂ ଉତ୍ସବ ପାଳନ ଡିଜିଟାଲ୍ ମଂଚ୍ରେ ପହଂଚିଛି । ଭାରତର ସବୁଠୁ ଚର୍ଚ୍ଚିତ ଆଦିବାସୀ … Read More