ଆସନ୍ତାକାଲି ସମ୍ପର୍କକ୍ରାନ୍ତି ଏକ୍ସପ୍ରେସ୍‌ ବାତିଲ, ରାଜଧାନୀର ସମୟ ବଦଳିବ, ଜାଣନ୍ତୁ ସବିଶେଷ ବିବରଣୀ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଆସନ୍ତା କାଲି ଅର୍ଥାତ୍‌  ଅକ୍ଟୋବର ୧୭ ତାରିଖ ରବିବାରଦିନ ଭୁବନେଶ୍ଵରଠାରୁ ଛାଡ଼ିବାକୁ ଥିବା ସମ୍ପର୍କକ୍ରାନ୍ତି ବାତିଲ ରହିବ। ସେହିପରି ରାଜଧାନୀ ଏକ୍ସପ୍ରେସ୍‌ର ସମୟ ନିର୍ଘଣ୍ଟରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ପୂର୍ବତଟ ରେଳବାଇ ପକ୍ଷରୁ ଜାରି ଏକ ସୂଚନା … Read More