ବିଦ୍ୟା ବାଲାନଙ୍କ ସମ୍ବଲପୁରୀ ଶାଢ଼ୀ କିଣିଲେ ଓଡିଆ ଆଇଆଇଟି ଛାତ୍ରୀ
ଭୁବନେଶ୍ବର, (ଓଡିଶା ଟାଇମ୍) : ଗାଣିତଜ୍ଞ ଶକୁନ୍ତଳା ଦେବୀଙ୍କ ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ବଲିଉଡ଼୍ ଅଭିନେତ୍ରୀ ବିଦ୍ୟାବାଲାନ ଫିଲ୍ମରେ ପିନ୍ଧିଥିବା କଳା ରଙ୍ଗର ଜ୍ୟାମିତିକ ପାଟଶାଢ଼ୀ ବିକ୍ରି ହୋଇଛି। ଏହି ଶାଢ଼ୀକୁ ଅନଲାଇନ୍ରେ ବିକ୍ରି କରାଯାଇଛି। ଜଣେ ଓଡିଆ ଝିଅ ଏହି … Read More