ଉପରମୁଣ୍ଡରେ ଲଗାଣ ବର୍ଷା, ପ୍ରଭାବରେ ହୀରାକୁଦ ଜଳଭଣ୍ଡାରର ୧୨ଟି ଗେଟ ଦେଇ ଜଳ ନିଷ୍କାସନ
ସମ୍ୱଲପୁର, (ଓଡିଶା ଟାଇମ୍) : ହୀରାକୁଦ ଡ୍ୟାମର ଆଉ ଦୁଇଟି ଗେଟ ଆଜି ଖୋଲାଯାଇଛି । ଏବେ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି । ବର୍ତ୍ତମାନ ଜଳସ୍ତର ରହିଛି ୬୨୦ ଫୁଟ ରହିଛି । ଡ୍ୟାମକୁ ୩ଲକ୍ଷ ୬୩ହଜାର … Read More