୨୦୧୫ ଓ ୨୦୧୬ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା

ଭୁବନେଶ୍ଵର,(ଓଡିଶା ଟାଇମ୍) : ୨୦୧୫ ଓ ୨୦୧୬  ବର୍ଷ ପାଇଁ ଘୋଷଣା ହୋଇଛି ରାଜ୍ୟ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର। ୯ଟି ବିଭାଗରେ ଏହି ସମ୍ମାନ ଜନକ ପୁରସ୍କାର ପାଇଁ ଲେଖକମାନଙ୍କ ନାମକୁ ଘୋଷଣା କରାଯାଇଛି। ତେବେ ବରିଷ୍ଠ ଲେଖକ ଦେବଦାସ … Read More