ବିଜେପି ଭଳି ସଂଘ ସଦସ୍ୟ ‘ହାଇ-ଟେକ୍’ ହେବେ

ସଂଘ ନିଜର ଆଇଟି ସେଲ୍ ଗଠନ କରିବ କାର୍ଯ୍ୟକର୍ତ୍ତାମାନଙ୍କୁ ତାଲିମ ଦିଆଯିବ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର କର୍ମକର୍ତ୍ତାମାନେ ଖୁବ୍‌ଶୀଘ୍ର ହାଇ-ଟେକ୍ ହେବାକୁ ଯାଉଛନ୍ତି । ବିଜେପି ଲାଇନରେ ଆରଏସଏସ ନିଜର ଆଇଟି ସେଲ ସ୍ଥାପନ ପାଇଁ କାର୍ଯ୍ୟ ଚାଲିଛି । ଏହା … Read More

ରାହୁଲ ଅଯୋଗ୍ୟ, ପ୍ରିୟଙ୍କା ନିଜକୁ ଇନ୍ଦିରାଙ୍କ ନାତୁଣୀ ବୋଲି କହନ୍ତି… ମୋଦୀ ସହିତ କ’ଣ ଲଢ଼ିବେ: ରାମଚନ୍ଦ୍ର ଗୁହା ଗାନ୍ଧୀ ପରିବାରକୁ ଫ୍ୟୁଜ୍ କଲେ ?

“୨୦୧୯ରେ ଲୋକମାନେ ନରେନ୍ଦ୍ର ମୋଦୀଙ୍କୁ ଭୋଟ୍ ଦେଇଥିଲେ କାରଣ ସେମାନେ ଭୟ କରୁଥିଲେ ଯେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ହେବା ଉଚିତ ନୁହେଁ । ସେମାନେ ଅନୁଭବ କରୁଛନ୍ତି ଯେ ରାହୁଲ ଗାନ୍ଧୀ ଅନୁପଯୁକ୍ତ, ସେ ଦେଶ ଚଳାଇବା ଉପଯୁକ୍ତ ନୁହେଁ … Read More

କୃତଘ୍ନ ସଂଗଠନ – କର୍ମୀଙ୍କର କୌଣସି ମୂଲ୍ୟ ନାହିଁ

ଦକ୍ଷ ସଂଗଠକ ଭାବରେ ନିଜକୁ ପ୍ରମାଣିତ କରିଥିବା ସୁବାଷ ଚୌହ୍ୱାନ ଆଜି ଅକାଳ ପରଲୋକ ହୋଇଯାଇଛି । ତାଙ୍କ ପରଲୋକ ପରେ ଯେଉଁ କଥାଟି ସ୍ପଷ୍ଟ ହୋଇଛି ତାହା ହେଲା, ଓଡ଼ିଶାରେ ରାଜନୀତି କରୁଥିବା ଆର୍ଥିକ ଦରିଦ୍ର ଲୋକ ଯେତେ ଦକ୍ଷ … Read More

କୋଭିଡ଼-୧୯ ଲଢ଼େଇରେ ଆରଏସଏସର ଭୂମିକା

ଭୁବନେଶ୍ୱର, (ଓଟି) : କେବଳ ମୋଦୀ ସରକାର କୋଭିଡ଼-୧୯ ସହ ଏକା ଲଢ଼ିପାରିବେ ନାହିଁ । ଏଥିରେ ଆରଏସଏସ ପରି ପଦାତିକ ସୈନିକ ଦରକାର । ଆରଏସଏସ ଏହାର କାର୍ଯ୍ୟକର୍ତ୍ତାମାନଙ୍କୁ ରିଲିଫ କ୍ୟାମ୍ପ ଆୟୋଜନ କରିବାରେ ତାଲିମ ଦେଉନାହିଁ । ତଥାପି … Read More

ଆରଏସଏସ କାହିଁକି ପଞ୍ଜିକୃତ ନୁହେଁ?

ଭାରତରେ ଏନଜିଓ ପଞ୍ଜିକରଣ ୧୮୬୦ରୁ ବ୍ରିଟିଶ ସରକାରଙ୍କ ଦ୍ବାରା ପ୍ରସ୍ତୁତ ସୋସାଇଟ ରେଜିଷ୍ଟ୍ରେସନ ଆକ୍ଟ ଅନୁସାରେ ହେଉଛି । ଏହି ଆାଇନ ଅନୁସାରେ ଏନଜିଓ ଗଠନ ପୂର୍ବରୁ ଏହାର ନିୟମ, ଉପନିୟମ, କାର୍ଯ୍ୟେକ୍ଷତ୍ର, ସଞ୍ଚାଳନର ସ୍ୱରୁପ, ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଆଦି … Read More

ମୋଦିଙ୍କ ରାସ୍ତାରେ ସଂଘ

ଦିନ ଥିଲା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସ‌୍‍ଏସ‌୍‍)ର ପ୍ରତ୍ୟେକ କଥାକୁ ବେଦଭଳି ବିଜେପି ନେତାମାନେ ମାନିବା ସହିତ ତାହାକୁ ନିଜ ଜୀବନରେ ପ୍ରୟୋଗ କରୁଥିଲେ। ଏବେ ସମୟ ବଦଳିଛି। ସମୟ ସହିତ ଆରଏସ‌୍‍ଏସ‌୍‍ର ଚିନ୍ତାଧାରା ମଧ୍ୟ ବଦଳିଛି। ଏହି ବଦଳିବା ପ୍ରକ୍ରିୟାରେ … Read More

ଧର୍ମେନ୍ଦ୍ରଙ୍କ ମନୋମୁଖୀ କାରବାରକୁ ନେଇ ସଂଘ ଦୁଇ ଫାଳ

ରାଜନୀତିରେ ତିଷ୍ଠି ରହି ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନରେ ମସଗୁଲ ଥିବା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯେପରି ଦଳର ମୂଳ ଲୋକମାନଙ୍କୁ ଅପମାନିତ କରି ସେମାନଙ୍କ ରାଜନୈତିକ ଜୀବନକୁ ଲୋପ କରିବା ପାଇଁ ଜାଲ ବିଛାଇବାରେ ଲାଗିଛନ୍ତି ତାକୁ ନେଇ ସଂଘ … Read More

ସଂଘ ରିପୋର୍ଟରେ ଟିକଟ

ସରକାର ଗଠନ ପାଇଁ ବହୁମତ ପାଇବାକୁ ବିଜେପି ଏବେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଶରଣରେ ପଶିଛି। ସଂଘର ସର୍ଭେ ରିପୋର୍ଟ ଅନୁସାରେ ଚଳିତ ନିର୍ବାଚନରେ କାହାକୁ କେଉଁଠୁ ପ୍ରାର୍ଥୀ କରାଯିବ ତାହା ସ୍ଥିର ହୋଇଛି। ଏଥିପାଇଁ ସଂଘ ପକ୍ଷରୁ ଦେଶବ୍ୟାପୀ ସମ୍ଭାବ୍ୟ … Read More

ସୀମାନ୍ତରେ ସେନା ମରୁଛନ୍ତି; ସରକାର ଠିକରେ କାମ କରୁନି: ଭାଗବତ

ଲୋକସଭା ନିର୍ବାଚନ ପୂର୍ବରୁ ନେତାମାନଙ୍କର ବୟାନବାଜୀର ବହୁତ ଗୁରୁତ୍ୱ ରହିଥାଏ। କିନ୍ତୁ ଏହି ସମୟରେ ଗତକାଲି ଆରଏସଏସ ପ୍ରମୁଖ ମୋହନ ଭାଗବତ ଦେଇଥିବା ମନ୍ତବ୍ୟର ରାଜନୈତିକ ଗୁରୁତ୍ୱ କ’ଣ ରହିବ ତାହା ଏବେ ତର୍ଜମା କରାଯାଉଛି। ସେ କହିଛନ୍ତି ଏବେ ଦେଶ … Read More