ଆରପାରିରେ ରେଢାଖୋଲର ପୂର୍ବତନ ବିଧାୟକ ଅଭିମନ୍ୟୁ କୁମାର
ସମ୍ବଲପୁର, (ଓଡିଶା ଟାଇମ୍) : ସମ୍ବଲପୁର ଜିଲ୍ଲାର ରେଢାଖୋଲ ବିଧାନସଭାର ପୂର୍ବତନ ବିଧାୟକ ତଥା ସମ୍ବଲପୁର ଭତରାସ୍ଥିତ ଗାନ୍ଧୀ ମନ୍ଦିରର ନିର୍ମାତା ଅଭିମନ୍ୟୁ କୁମାରଙ୍କ ପରଲୋକ। ରବିବାର କଂଗ୍ରେସର ଏହି ପୂର୍ବତନ ବିଧାୟକ ଅଭିମନ୍ୟୁ କୁମାରଙ୍କ ଦେହାନ୍ତ ହୋଇଯାଇଛି । ରେଢ଼ାଖୋଲ … Read More