ସରକାରୀ ନିଯୁକ୍ତି ନେଇ ସ୍ପଷ୍ଟ କଲେ ସରକାର; ପୂର୍ବ ଭଳି ଖାଲି ପଡ଼ିଥିବା ପଦବୀ ପୂରଣ କରାଯିବ
ଭୁବନେଶ୍ବର, (ଓଡିଶା ଟାଇମ୍) : ଆର୍ଥିକ କଟକଣା ଓ ନୂଆ ନିଯୁକ୍ତି ଉପରେ କଟକରା ଲାଗୁ ହୋଇଥିଲା । ନୂଆ ସରକାରୀ ନିଯୁକ୍ତି ନେଇ ଅର୍ଥ ବିଭାଗ ପକ୍ଷରୁ ଆଜି ଏହି ସମ୍ପର୍କରେ ସ୍ପଷ୍ଟୀକରଣ ରଖାଯାଇଛି । ଖାଲି ପଡ଼ିଥିବା ସରକାରୀ … Read More