ରାଜ୍ୟରେ ୨୪ଘଣ୍ଟାରେ ୫୭,୮୭୭ଟି କରୋନା ନମୁନା ପରୀକ୍ଷା
ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ କରୋନା ମହାମାରୀ ଦିନକୁ ଦିନ କାୟା ବିସ୍ତାର କରି ଚାଲିଛି । ଏଥିପାଈଁ ରାଜ୍ୟରେ କରୋନା ପରିକ୍ଷାକୁ ଅଧିକରୁ ଅଧିକ କରାଯାଉଛି । ରାଜ୍ୟରେ ୨୪ଘଣ୍ଟାରେ ୫୭,୮୭୭ଟି କରୋନା ନମୁନା ପରୀକ୍ଷା କରାଯାଇଥିବାର ସୂଚନା … Read More