ପଥର ଖାଦାନରେ ବିସ୍ଫୋରଣ, ଦୁଇ ମହିଳାଙ୍କ ସମେତ ୩ ମୃତ
ରାୟଗଡା, (ଓଡିଶା ଟାଇମ୍ ଓଡିଶା ଟାଇମ୍) : ରାୟଗଡ଼ା ଜିଲାର ଗୁଣୁପୁର ଅନ୍ତର୍ଗତ ଓକିଲ୍ଗୁଡ଼ାରେ ପଥର ଖାଦାନରେ ବିସ୍ଫୋରଣ ଘଟି ୩ଜଣ ମୃତ୍ୟୁ ହୋଇଥିବାବେଳେ ୬ଜଣ ଆହତ ହୋଇଛନ୍ତି। ୩ଜଣ ମୃତକଙ୍କ ମଧ୍ୟରେ ୨ଜଣ ମହିଳା ଶ୍ରମିକ ଥିବାବେଳେ ଜଣେ ପୁରୁଷ … Read More