ପୁଣି ଜଗମୋହନକୁ ବିପଦ: ଅବହେଳା କରୁଛି ଏଏସ୍‌ଆଇ, ଖସିଲା ୪ ପଥର

ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ଭାରତୀୟ ପ୍ରତ୍ନତତ୍ତ୍ଵ ସଂସ୍ଥାନ ( ଏଏସ୍‌ଆଇ)ର ନିରନ୍ତର ଅବହେଳା ଯୋଗୁ ଶ୍ରୀମନ୍ଦିର ଜଗମୋହନ ବିପଜ୍ଜନକ ସ୍ଥିତିକୁ ଚାଲି ଆସିଛି। ପରିସ୍ଥିତି ଏପରି ହୋଇଛି ଯେ, ପୁଣିଥରେ ବଡ଼ ଦେଉଳରୁ ପଥର ଖସିଛି। ଗୋଟିଏ କି ଦୁଇଟି ନୁହେଁ, … Read More

ଆନ୍ଦୋଳନ ସତ୍ୱେ ତୁଳସୀକ୍ଷେତ୍ରରେ ଗଡ଼ିଲାନି ବ୍ରହ୍ମତାଳଧ୍ୱଜ ରଥ

କେନ୍ଦ୍ରାପଡ଼ା,(ଓଡ଼ିଶା ଟାଇମ୍‌) :କରୋନା ସଂକ୍ରମଣ ଭୟ ଯୋଗୁ ସର୍ବୋଚ୍ଚ ଅଦାଲତ କେବଳ ପୁରୀରେ କଟକଣା ମଧ୍ୟରେ ଜଗନ୍ନାଥଙ୍କ ରଥଯାତ୍ରା ଅନୁମତି ପ୍ରଦାନ କରିଥିବା ବେଳେ ରାଜ୍ୟର ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା ନକରିବାକୁ ନିର୍ଦ୍ଦେଶ ଦେଇଥିବାରୁ ତୁସୀ କ୍ଷେତ୍ର କେନ୍ଦ୍ରାପଡ଼ାରେ ଶ୍ରୀ … Read More

ରଥ ଯାତ୍ରା କଣ, ଏହା କେଉଁ ଶତାବ୍ଦୀରୁ ପାଳନ କରି ଆସୁଛି, ଏହାର ମହାତ୍ମ୍ୟ

ରଥଯାତ୍ରା ଜଗନ୍ନାଥଙ୍କର ଏକ ପ୍ରମୁଖ ବାର୍ଷିକ ଉତ୍ସବ ଯାହାକି ପୁରୀଠାରେ ଜଗନ୍ନାଥ ମନ୍ଦିରରେ ତଥା ବିଶ୍ଵର ବାକି ଅନେକ ସ୍ଥାନରେ ପାଳନ କରାଯାଏ । ଓଡ଼ିଶାର ମୁଖ୍ୟ ଯାତ୍ରା ରୂପେ ପୁରୀର ରଥଯାତ୍ରା ସର୍ବପ୍ରସିଦ୍ଧ । ରଥଯାତ୍ରା (ଘୋଷଯାତ୍ରା ଓ ଶ୍ରୀଗୁଣ୍ଡିଚା … Read More

ରଥ ନୀତି ଚୂଡ଼ାନ୍ତ: ସକାଳ ୩ଟାରେ ମଙ୍ଗଳ ଆଳତି, ଦିନ ୧୨ଟାରେ ରଥ ଟଣା

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ରଥଯାତ୍ରା ପାଇଁ ଶ୍ରୀଜଗନ୍ନାଥ ମନ୍ଦିର ପକ୍ଷରୁ ନୀତି ନିର୍ଘଣ୍ଟ ହୋଇଛି। ଏହି ଅନୁସାରେ ସକାଳ ୩ଟାରେ ମଙ୍ଗଳ ଆଳତି ବା ପ୍ରଥମ ନୀତି ଅନୁଷ୍ଠିତ ହେବ। ଏହା ପରେ ୩ଟା ୧୫ରେ ମଇଲମ ଓ ପରେ ପରେ … Read More

ଦେଢ଼ହଜାର ଲୋକରେ ଏବର୍ଷ ରଥଯାତ୍ରା: ଡ. କ୍ରିଷନ୍‌ କୁମାର

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ବିଶ୍ଵର ଅଦ୍ଵିତୀୟ ରଥଯାତ୍ରା ଏବର୍ଷ ଅଦ୍ଵିତୀୟ ଢଙ୍ଗରେ ପାଳନ କରାଯିବ। ମାତ୍ର ୧୫ଶହ ସେବାୟତ ଓ ପୁଲିସଙ୍କ ସମାଗମରେ ରଥଯାତ୍ରା ସମାପନ ହେବ। ସେମାନଙ୍କ ଭିତରୁ ପ୍ରତି ରଥରେ ୫୦୦ ଜଣ ଲେଖାଏଁ ରହିବେ। ସମସ୍ତ କର୍ମଚାରୀ … Read More

ବାଟ ଫିଟୁଛି: ବିନା ଭକ୍ତରେ ରଥଯାତ୍ରା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହମତି

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ପୁରୀରେ ବିନା ଭକ୍ତଙ୍କ ଉପସ୍ଥିତିରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ପାଇଁ ବାଟ ଫିଟୁଛି। ସୁପ୍ରିମ୍‌କୋର୍ଟଙ୍କ ପୂର୍ବ ରାୟରେ ପରିବର୍ତ୍ତନ ଆଣି ରଥଯାତ୍ରାକୁ କଟକଣା ସହ ପାଳନ କରିବା ଲାଗି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ … Read More

କାଳିଆ ଦଗା ଦିଆ ନା ଦଗା ଖିଆ ?

କାଳିଆ ନାଁରେ ରାଜନୀତି, କାଳିଆ ନାଁରେ ଭୋଟ୍, କାଳିଆ ନାଁରେ ବେପାର, ପୁଣି କାଳିଆର ପରିଚୟ ନେଇ ସାରା ବିଶ୍ୱରେ ପ୍ରଶଂସା ଗୋଟାଇବାର ପ୍ରୟାସ । କଣ ନଦେଇଛି କାଳିଆ । ହେଲେ ପ୍ରତିବଦଳରେ ସେ ପାଉଛି କଣ ? ସତରେ … Read More

ପ୍ରସ୍ତୁତି ପଥେ ରଥ: ରଙ୍ଗ ଦେଉଛନ୍ତି ଚିତ୍ରକାର

ପୁରୀ, (ଓଡ଼ିଶା ଟାଇମ୍‌):  ଏବର୍ଷର ରଥଯାତ୍ରା ଏକ ଭିନ୍ନ ଆକର୍ଷଣ ବହନ କରିବାକୁ ଯାଉଛି। ଏହା ଆଜି ଯାଏ ଆୟୋଜିତ ସମସ୍ତ ରଥଯାତ୍ରାଠାରୁ ସ୍ଵତନ୍ତ୍ର ହେବ। ବିନା ଭକ୍ତରେ ଶ୍ରୀମନ୍ଦିରରୁ ଶ୍ରୀଜିଉମାନେ ପ୍ରତିଶ୍ରୁତି  ଓ ପରମ୍ପରା ଅନୁସାରେ ଗୁଣ୍ଡିଚା ଅଭିମୁଖେ ଯାତ୍ରା … Read More

ସ୍ନାନଯାତ୍ରା ଓ ଘୋଷଯାତ୍ରା ପାଇଁ ସହଯୋଗ ଲୋଡିଲେ ମୁଖ୍ୟ ପ୍ରଶାସକ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌):  କରୋନା ମହାମାରୀ ସମୟରେ ଶ୍ରୀଜଗନ୍ନାଥ ସଂସ୍କୃତିର ମୂଳକେନ୍ଦ୍ର ପୁରୀରେ ଘୋଷଯାତ୍ରାକୁ ସୁରୁଖୁରରେ ପରିଚାଳନା କରିବା ଲାଗି ଭଗବଦ୍‌ ଆଶୀର୍ବାଦ ଓ ସମସ୍ତ ଜନସାଧାରଣଙ୍କ ସହଯୋଗ କାମନା କରିଛନ୍ତି ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର। ଏହି ପରିପ୍ରେକ୍ଷୀରେ  … Read More

ଆଗେଇ ଚାଲିଛି ରଥ କାମ, ରଥଖଳାରୁ ନିଆଯାଇଥିବା ଆଜିର ଫଟୋ ଉପରେ ନଜର ପକାନ୍ତୁ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ପୁରୀ ବଡ଼ଦାଣ୍ଡରେ ରଥ ତିଆରି କାମ ବେଶ୍‌ ଉତ୍ସାହର ସହ ଠିକଣା ସମୟ ନିର୍ଦ୍ଧାରଣରେ ଆଗେଇ ଚାଲିଛି। ତିନି ରଥ ପାଇଁ ଜଳଯନ୍ତ୍ର ପ୍ରସ୍ତୁତି ଶେଷ ହୋଇଛି। ମହାରଣା କାରିଗର ମାନେ ନିଷ୍ଠାର ସହ ରଥ କାର୍ଯ୍ୟ … Read More