ଆଜି ମହାପ୍ରଭୁଙ୍କ ନିଳାଦ୍ରୀବିଜେ

ପୁରୀ, (ଓଡିଶା ଟାଇମ୍) : ଆଜି ମହାପ୍ରଭୁଙ୍କ ଘୋଷଯାତ୍ରା ଶେଷ ହେବ। ୧୨ ଦିନର ଲୀଳାଖେଳା ସାରି ଆଜି ନୀଳାଦ୍ରିବିଜେ କରିବେ ଚତୁର୍ଦ୍ଧାମୂରତି। ମହାପଭୁ ମହାଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ ମାନଭଞ୍ଜନ କରି ରତ୍ନସିଂହାସନକୁ ଯିବେ। ଗୋଟି ପହଣ୍ଡି ରେ ରତ୍ନସିଂହାସନକୁ ଯିବେ … Read More

ଆଜି ଶ୍ରୀଜିଉଙ୍କର ସୁନାବେଶ

ପୁରୀ, (ଓଡିଶା ଟାଇମ୍) : ଆଜି ଶ୍ରୀଜିଉଙ୍କ ସୁନାବେଶ । ରଥ ଉପରେ ମହଣ ମହଣ ସ୍ବର୍ଣ୍ଣ ଅଳଙ୍କାରରେ ଝଲସିବେ ଶ୍ରୀବିଗ୍ରହ । କୋଭିଡ୍ ଗାଇଡ୍ ଲାଇନ୍ ଅନୁଯାୟୀ ରଥ ଉପରେ ଶ୍ରୀଜିଉମାନଙ୍କ ସୁନାବେଶ ହେବ । ସୁନାବେଶ ଅପରାହ୍ନ ୪ଟାରୁ … Read More

ପୁରୀ ରଥଯାତ୍ରା: ଆସନ୍ତାକାଲି ତିନି ରଥର ହେବ ଦକ୍ଷିଣ ମୋଡ଼

ପୁରୀ , (ଓଡିଶା ଟାଇମ୍) : ଆସନ୍ତାକାଲି ତିନି ରଥର ଦକ୍ଷିଣ ମୋଡ଼ କରାଯିବ । ସେନେଇ ରଥର ଯାଞ୍ଚ କରାଯାଇଛି । ତିନି ରଥକୁ ଯାଞ୍ଚ କରିଛନ୍ତି ରଥ ତଦାରଖ କମିଟି । ଶ୍ରୀମନ୍ଦିର ବୈଷୟିକ ଯନ୍ତ୍ରୀ, ପୂର୍ତ୍ତ ବିଭାଗ … Read More

ଆଜି ହେରାପଞ୍ଚମୀ

ପୁରୀ, (ଓଡିଶା ଟାଇମ୍) :ଆpଜି ପବିତ୍ର ହେରାପଞ୍ଚମୀ । ଆଜିଠାରୁ ଆରମ୍ଭ ହେବ ବାହୁଡା ଯାତ୍ରାର ପ୍ରସ୍ତୁତି । ଶ୍ରୀମନ୍ଦିରରେ ଆଜି ଅନୁଷ୍ଠିତ ହେବ ହେରାପଞ୍ଚମୀ ନୀତି । ଅଭିମାନିନୀ ମହାଲକ୍ଷ୍ମୀ ଶ୍ରୀମନ୍ଦିରରୁ ବାହାରି ଶରଧାବାଲିରେ ନନ୍ଦିଘୋଷ ରଥର କାଠ ଭାଙ୍ଗିବେ … Read More

ଅନ୍ୟ ଜିଲାର ପୁଲିସଙ୍କୁ ପୁରୀ ମନା

ଭୁବନେଶ୍ବର, (ଓଡିଶା ଟାଇମ୍) : ବାହାର ଜିଲାର ପୁଲିସଙ୍କୁ ପୁରୀ ଯିବା ପାଇଁ ବାରଣ କରାଯାଇଛି। ଶ୍ରୀଜିଉଙ୍କ ଦର୍ଶନରେ ସ୍ବଚ୍ଛତା ଅବଲମ୍ବନ ଲାଗି ଡିଜିପି ଶ୍ରୀ ଅଭୟ ନିର୍ଦେଶ ଦେଇଛନ୍ତି। ସୂଚନାଅନୁସାରେ, ମହାପ୍ରଭୁଙ୍କ ନିଳାଦ୍ରୀବିଜେ ନହେବା ଯାଏଁ ପୁରୀରେ କଟକଣା ଲାଗୁ … Read More

ଆଜି ମହାପ୍ରଭୁଙ୍କ ବନକ ଲାଗି ନୀତି

ପୁରୀ, (ଓଡିଶା ଟାଇମ୍) : ଆଜି ଶ୍ରୀଜୀଉଙ୍କ ହେବ ବନକଲାଗି ନୀତି । ମଧ୍ୟାହ୍ନଧୁପ ସରିବା ପରେ ପଛ ଭୋଗମଣ୍ଡପରେ କରାଯିବ ଏହି ଗୁପ୍ତ ନୀତି । ଏଥିପାଇଁ ଆବଶ୍ୟକ ସାମଗ୍ରୀକୁ ଦତ୍ତ ମହାପାତ୍ର ସେବାୟତଙ୍କୁ ଯୋଗାଇଦିଆଯାଇଛି । ଏମାନେ ୪ … Read More

ଚତୁର୍ଦ୍ଧାମୂରତିଙ୍କ ଆଡପ ମଣ୍ଡପ ବିଜେ : ଶ୍ରୀଗୁଣ୍ଡିଚା ମନ୍ଦିର ଚାରିପାଖରେ କର୍ଫ୍ୟୁ ବଳବତ୍ତର

ପୁରୀ, (ଓଡିଶା ଟାଇମ୍) : ଚତୁର୍ଦ୍ଧାମୂର୍ତ୍ତିଙ୍କ ଆଡ଼ପ ମଣ୍ଡପ ବିଜେ ଆରମ୍ଭ ହୋଇଛି । ପହଣ୍ଡି ଆରମ୍ଭ ହୋଇ ଶ୍ରୀ ମଦନ ମୋହନ ଓ ରାମକୃଷ୍ଣଙ୍କ ଗୋଟି ପହଣ୍ଡି ଶେଷ ହୋଇଛି । ଗୋଟି ପହଣ୍ଡିରେ ଜନ୍ମବେଦିକୁ ଯାଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି । … Read More

ପୁରୀ ଜିଲ୍ଲାରେ କୋହଳ ହେଲା କର୍ଫ୍ୟୁ

ପୁରୀ, (ଓଡିଶା ଟାଇମ୍) : ଆଜି ରଥଯାତ୍ରା ସୁରୁଖୁରୁରେ ଅନୁଷ୍ଠିତ ହେବା ପରେ ଅନେକ ସ୍ଥାନରେ କର୍ଫ୍ୟୁ କୋହଳ ହୋଇଛି । ରଥଯାତ୍ରା ପାଇଁ ସୋମବାର ରାତି ୯ଟାରୁ କର୍ଫ୍ୟୁ ଜାରି ହୋଇଥିଲା। ରାତି ୯ଟାରୁ ପୁରୀରେ ସଟ୍‌ଡାଉନ୍ ଘୋଷଣା କରିଥିଲେ … Read More

ଆରମ୍ଭ ହେଲା ରଥଟଣା

ପୁରୀ, (ଓଡିଶା ଟାଇମ୍) : ଘଣ୍ଟ କାହାଳୀ ସହ ମର୍ଦ୍ଦଳର ତାଳେ ତାଳେ ଚତୁର୍ଦ୍ଧମୂର୍ତ୍ତି ପହଣ୍ଡିରେ ଆସି ରଥରେ ବିରାଜମାନ କରିବା ପରେ ସମ୍ପର୍ଣ୍ଣ ହୋଇଛି ଛେରାପହଁରା ନୀତି । ତିନି ତଥରେ ଛେରାପହଁରା କରିଛନ୍ତି ଗଜପତି ମହାରାଜ । ଗଜପତି … Read More

ରଥରେ ମହାପ୍ରଭୁଙ୍କୁ ଦର୍ଶନ କଲେ ଜଗତଗୁରୁ ଶଙ୍କରାଚାର୍ଯ୍ୟ

ପୁରୀ, (ଓଡିଶା ଟାଇମ୍) : ପହଣ୍ଡି ନୀତି ଶେଷ ପରେ ରଥରେ ଶ୍ରୀଜୀଉଙ୍କ ଦର୍ଶନ କରୁଛନ୍ତି ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ । ସେବକଙ୍କ ଗହଣରେ ଆସି ରଥରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିଛନ୍ତି ଶଙ୍କରାଚାର୍ଯ୍ୟ । ଚଳିତବର୍ଷ ବିନା ଭକ୍ତରେ ଚାଲିଛି ରଥଯାତ୍ରା … Read More