ହାଥରସ ଗଣଦୁଷ୍କର୍ମ: ଶୁଣାଣି ପାଇଁ କଡ଼ା ସୁରକ୍ଷା ମଧ୍ୟରେ ଲକ୍ଷ୍ନୌ ଗଲେ ପୀଡ଼ିତାଙ୍କ ପରିବାର

ଲକ୍ଷ୍ନୌ, (ଓଡିଶା ଟାଇମ୍) :ଉତ୍ତରପ୍ରଦେଶ ହାଥରସ୍ ଗଣଦୁଷ୍କର୍ମ ଓ ମୃତ୍ୟୁ ଘଟଣା । ଆଜି ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚରେ ହାଥରାସ୍ ମାମଲାର ଶୁଣାଣି ହେବ। ସେମାନଙ୍କୁ କଡା ସୁରକ୍ଷା ମଧ୍ୟରେ କୋର୍ଟରେ ହାଜର କରିବ ୟୁପି ପୋଲିସ ।  ଏଥିପାଇଁ … Read More

ହାଥରସ୍ ଘଟଣାକୁ ଭୟାନକ ଦର୍ଶାଇଲେ ସୁପ୍ରିମକୋର୍ଟ, ଯୋଗୀ ସରକାରଙ୍କୁ ମାଗିଲେ ୩ ଜବାବ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ଉତ୍ତର ପ୍ରଦେଶର ହାଥରସ୍‌ରେ ଦଳିତ ଯୁବତୀଙ୍କ ସହ ଗଣବଳାତ୍କାର ଏବଂ ହତ୍ୟା ଘଟଣାକୁ ନେଇ ଦାଖଲ ଜନସ୍ଵାର୍ଥ ମାମଲାରେ ଆଜି ସୁପ୍ରିମକୋର୍ଟର ଶୁଣାଣି ହୋଇଛି। ଶୁଣାଣି ବେଳେ ଯୋଗୀ ଆଦିତ୍ୟନାଥ ସରକାର ସର୍ବୋଚ୍ଚ ନ୍ୟାୟାଳୟର ଜଜଙ୍କ ତତ୍ଵାବଧାନରେ … Read More

ହାଥରସ ମାମଲା: ଗଣମାଧ୍ୟମକୁ ମିଳିଲା ପୀଡ଼ିତାଙ୍କ ଗାଁକୁ ପ୍ରବେଶ ଅନୁମତି, ରାଜନୈତିକ ଦଳ ପାଇଁ କଟକଣା ବଳବତ୍ତର

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ହାଥରସ ଗଣଦୁଷ୍କର୍ମ ପୀଡ଼ିତାଙ୍କ ମୃତ୍ୟୁ ପରେ ରାଜନୈତିକ ହଟ୍ଟଗୋଳ ଜାରି ରହିଛି। ଏହାରି ଭିତରେ ପ୍ରଶାସନ ପୀଡ଼ିତାଙ୍କ ଗାଁକୁ ପୂରା ସିଲ୍ କରି ୧୪୪ ଧାରା ଲାଗୁ କଲା। ଏହା ସହ ସମସ୍ତଙ୍କୁ ଗାଁକୁ ଭିତରକୁ ଯିବା … Read More

ହାଥରସ ଗଣଦୁଷ୍କର୍ମ ଘଟଣା : ଯାଞ୍ଚ ଆରମ୍ଭ କଲା ଏସଆଇଟି, ଆଜି ପୀଡ଼ିତାଙ୍କ ପରିବାରକୁ ଭେଟିବେ ରାହୁଲ-ପ୍ରିୟଙ୍କା

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ଉତ୍ତର ପ୍ରଦେଶ ହାଥରସ୍ ଜିଲ୍ଲା​‌ରେ ଗଣଦୁଷ୍କର୍ମର ଶିକାର ହୋଇଥିବା ଦଳିତ ଯୁବତୀଙ୍କ ପରିବାରକୁ ଆଜି ଭେଟିବାକୁ ଯାଇପାରନ୍ତି ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧୀ। ପୋଲିସ ଯେଭଳି ଭାବେ ପୀଡ଼ିତାଙ୍କ ଜୋରଜବରଦସ୍ତି ତାଙ୍କର ଅନ୍ତିମ ସଂସ୍କାର କରିଛି … Read More

ପୋଲିସ୍ କ୍ୟାଣ୍ଟିନ୍‌ରେ ମହିଳାଙ୍କୁ ଗଣଦୁଷ୍କର୍ମ ଓ ହତ୍ୟାଘଟଣା:ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହେଲା କଂଗ୍ରେସ

ଭୁବନେଶ୍ବର, (ଓଡିଶା ଟାଇମ୍) : ମାଲାକାନାଗିରି ପୋଲିସ୍ କ୍ୟାଣ୍ଟିନ୍‌ରେ କାମ କରୁଥିବା ସଂପୃକ୍ତ ମହିଳାଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାର ଉଚ୍ଚସ୍ତରୀୟ ନିରପେକ୍ଷ ତଦନ୍ତ ପାଇଁ ରାଜ୍ୟ ମାନାବାଧିକାରଙ୍କ ଦ୍ୱାରସ୍ଥ ହୋଇଛି କଂଗ୍ରେସ। ଆଜି ଅବସରପ୍ରାପ୍ତ ଡିଜି ତଥା ଅଖିଳ ଭାରତୀୟ କଂଗ୍ରେସ … Read More