ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ଦେଶକ ରାଜୁ ମିଶ୍ରଙ୍କ ପରଲୋକ

ଭୁବନେଶ୍ବର, (ଓଡ଼ିଶା ଟାଇମ୍‌):  ପ୍ରସିଦ୍ଧ ଓଡ଼ିଆ ଚଳଚ୍ଚିତ୍ର ନିର୍ଦେଶକ ତଥା ସିନେମାଟୋଗ୍ରାଫର ରାଜଗୋପାଳ ମିଶ୍ରଙ୍କ ପରଲୋକ ହୋଇଛି। ଓଡ଼ିଶାର  ସିନେପ୍ରେମୀ ଓ ଜନତାଙ୍କ ଗହଣରେ ସେ ରାଜୁ ମିଶ୍ର ଭାବେ ବିଶେଷ ପରିଚିତ ଥିଲେ। ମିଳିଥିବା ସୂଚନା ଅନୁସାରେ ଆଜି ପୂର୍ବାହ୍ନରେ … Read More