ରାଜନୀତିରେ ଯୋଗଦେବେନି ରଜନୀକାନ୍ତ
ଚେନ୍ନାଇ, (ଓଡିଶା ଟାଇମ୍) : ତାମିଲ ସୁପରଷ୍ଟାର ରଜନୀକାନ୍ତ ନୂଆବର୍ଷରୁ ରାଜନୀତିରେ ପ୍ରବେଶ କରିବେ ବୋଲି ପୂର୍ବରୁ ଘୋଷଣା କରିଥିଲେ। କିନ୍ତୁ ଏବେ ସେ ନିଷ୍ପତ୍ତି ବଦଳାଇଛନ୍ତି। ସେ ଆଉ ରାଜନୀତିରେ ଯୋଗଦେବେ ନାହିଁ ବୋଲି ମଙ୍ଗଳବାର ଘୋଷଣା କରିଛନ୍ତି। ସ୍ବାସ୍ଥ୍ୟଗତ … Read More