ପୋଲିସ ବର୍ବରତା ବିରୋଧରେ ପ୍ରଦର୍ଶନ ବେଳେ ଫ୍ରାନ୍ସରେ ହିଂସା, ୨୨ ଗିରଫ
ପ୍ୟାରିସ, (ଓଡିଶା ଟାଇମ୍) : ପୋଲିସ ବର୍ବରତା ବିରୋଧରେ ଶନିବାର ରାଜଧାନୀ ପ୍ୟାରିସରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ବେଳେ ଉପଦ୍ରବକାରୀ ବ୍ୟାପକ ଭଙ୍ଗାରୁଜା ଓ ପୋଡାଜଳା କରିଛନ୍ତି। ଉପଦ୍ରବକାରୀଙ୍କୁ ଘଉଡାଇବା ଲାଗି ରିୟୋଟ ପୋଲିସ ଲୁହବୁହା ବାସ୍ପ ପ୍ରୟୋଗ କରିବା ସହ ଫାଙ୍କା … Read More