ମହାସ୍ନାନ ପରେ ଅଣସରକୁ ଗଲେ ଶ୍ରୀଜିଉ

ଭୁବନେଶ୍ବର, (ଓଡିଶା ଟାଇମ୍) : ସ୍ନାନମଣ୍ଡପରେ ୧୦୮ଗଡୁ ଜଳରେ ସ୍ନାନ ଯୋଗୁଁ ଅସୁସ୍ଥ ହୋଇପଡିଛନ୍ତି ଶ୍ରୀଜିଉ । ଶ୍ରୀମନ୍ଦିର ଅଣସରଘରେ ପ୍ରଭୁଙ୍କ ଗୁପ୍ତସେବା ଆରମ୍ଭ ହୋଇଛି । ଏଥିପାଇଁ ଆଜିଠାରୁ ପଟିଦିଅଁଙ୍କୁ ପୂଜା କରାଯିବ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଇଁ ନାରାୟଣ, … Read More

ପବିତ୍ର ଦେବସ୍ନାନ ପୂର୍ଣ୍ଣିମା : ସ୍ନାନମଣ୍ଡପରେ ବିଜେ ଚତୁର୍ଦ୍ଧାମୂର୍ତ୍ତି, ୧୦୮ ଗରା ସୁବାସିତ ଜଳରେ ସ୍ନାନ କରୁଛନ୍ତି ଶ୍ରୀଜିଉ

ଭୁବନେଶ୍ଵର, (ଓଡିଶା ଟାଇମ୍) : ଆଜି ହେଉଛି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ପହଣ୍ଡି ବିଜେରେ ରତ୍ନସଂହାସନରୁ ସ୍ନାନବେଦୀକୁ ଓହ୍ଲାଇ ଆସିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ସ୍ନାନ ମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ଓ ଅବକାଶ … Read More

ସ୍ନାନଯାତ୍ରା ପାଇଁ ୩୮ ପ୍ଲାଟୁନ୍ ପୋଲିସ ଫୋର୍ସ

ଭୁବନେଶ୍ବର, (ଓଡିଶା ଟାଇମ୍) :  ପୁରୀରେ ଆଜି ରାତିରୁ ୧୪୪ ଧାରା ଜାରି ହେବ । ବିନା ଭକ୍ତରେ ହେବ ଚଳିତ ବର୍ଷର ଦେବସ୍ନାନ ପୂର୍ଣ୍ଣିମା । ସୀମିତ ସଂଖ୍ୟକ ସେବାୟତ ଓ କୋଭିଡ-୧୯ ସାମାଜିକ କଟକଣା ମଧ୍ୟରେ ଏହି ଯାତ୍ରା … Read More

ମହାପ୍ରଭୁଙ୍କ ସ୍ନାନଯାତ୍ରାରେ ଲାଗୁ ହେବ ୧୪୪ ଧାରା

ପୁରୀ ,(ଓଡିଶା ଟାଇମ୍) : ପୁରୀ ମହାପ୍ରଭୁଙ୍କ ସ୍ନାନଯାତ୍ରାରେ ଲାଗୁ ହେବ ୧୪୪ଧାରା । ୪ତାରିଖ ରାତି ୧୦ଟାରୁ ୬ ତାରିଖ ଦିନ ୨ଟା ଯାଏଁ ୧୪୪ଧାରା ଲାଗୁ ହେବ । ମାର୍କେଟ ଛକଠାରୁ କାକୁଡ଼ି ଖାଇ ଛକ ଯାଏଁ ଲାଗୁ … Read More

ଆଜି ପବିତ୍ର ରୁକ୍ମଣୀ ହରଣ ଏକାଦଶୀ, ଶ୍ରୀମନ୍ଦିରରେ ଚାଲିଛି ମହାପ୍ରଭୁଙ୍କ ବିବାହ ପ୍ରସ୍ତୁତି

ଭୁବନେଶ୍ବର, (ଓଡିଶା ଟାଇମ୍) :  ଆଜି ପୁରୀ ଶ୍ରୀମନ୍ଦିରରେ ପାଳିତ ହେଉଛି ପବିତ୍ର ରୁକ୍ମଣୀ ହରଣ ଏକାଦଶୀ ଓ ମହାପ୍ରଭୁଙ୍କ ବିବାହ ଉତ୍ସବ। ମହାପ୍ରଭୁ ଶ୍ରୀଜଗନ୍ନାଥ ମାଆ ରୁକ୍ମଣୀଙ୍କୁ ବିବାହ କରିବେ । ଏହି ଅବସରରେ ଶ୍ରୀମନ୍ଦିର ଚାରିଦ୍ୱାରରେ ବାଜୁଛି ତେଲିଙ୍ଗି … Read More

ଶ୍ରୀମନ୍ଦିରର ଅନୁଧ୍ୟାନ କଲେ ଏଏସଆଇ ଟିମ୍

ଭୁବନେଶ୍ବର, (ଓଡିଶା ଟାଇମ୍) : ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ଆଜି ଏଏସଆଇର ଟିମ୍ ଅନୁଧ୍ୟାନ କରିଛନ୍ତି । ଏଏସଆଇ ସୁପରିଟେଣ୍ଡଣ୍ଟ ଅରୁଣ କୁମାର ମଲ୍ଲକିଙ୍କ ନେତୃତ୍ବରେ ଏହି ଟିମ୍ ଶ୍ରୀମନ୍ଦିରରେ ହେଉଥିବା କାର୍ୟ୍ୟର ଅନୁଧ୍ୟାନ କରିଛନ୍ତି । ବିଶେଷ କରି ସ୍ନାନମଣ୍ଡପ, … Read More

ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ବର, (ଓଡିଶା ଟାଇମ୍) : ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ଦିନ ୧୧ଟାରେ ଭିଡିଓ କନଫେରେନସିଂ ଜରିଆରେ ବସିବାକୁ ଥିବା ଏହି ବୈଠକରେ, ଗଜପତି ମହାରାଜା ଅଧ୍ୟକ୍ଷତା କରିବେ । କାଯ୍ୟକାରୀ ଅଧ୍ୟକ୍ଷ ସୁରେଶ ମହାପାତ୍ର, … Read More

ଆସନ୍ତାକାଲି ବସିବ ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ବର, (ଓଡିଶା ଟାଇମ୍) : ଆସନ୍ତାକାଲି ବସିବ ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ । ପୁର୍ବଭଳି ଭିଡିଓ କନଫେରେନସିଂ ଜରିଆରେ ବସିବାକୁ ଥିବା ଏହି ବୈଠକରେ, ସ୍ଥାୟୀ ଅଧ୍ୟକ୍ଷ ଥିବା ଗଜପତି ମହାରାଜା ଅଧ୍ୟକ୍ଷତା କରିବେ । ପୂର୍ବାହ୍ନ ୧୧ଟାରେ … Read More

ପୁରୀରେ ପୁଣି ଉଚ୍ଛେଦ କାମ ଆରମ୍ଭ , ଉତ୍ତର ଦ୍ୱାର ପାଶ୍ୱର୍ ଲକ୍ଷ୍ମୀବଜାର ଉଛେଦ

ଭୁବନେଶ୍ବର, (ଓଡିଶା ଟାଇମ୍) :  ପ୍ରାୟ ଅଢେଇ ମାସ ପରେ ପୁଣି ପୁରୀରେ ଆରମ୍ଭ ହୋଇଛି ଉଛେଦ କାମ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଆଜି ସକାଳୁ ଶ୍ରୀ ମନ୍ଦିର ସୁରକ୍ଷା ଯୋନରୁ ଉଛେଦ କାର୍ଯ୍ୟ ଆରମ୍ଭ ହୋଇଛି । ଶ୍ରୀ ମନ୍ଦିର … Read More

କ୍ୱାରେଣ୍ଟାଇନ ସେଣ୍ଚରରେ ବିବାହ କଲେ ଗୁଜୁରାଟକୁ ଯାଇଥିବା ଓଡିଆ ପ୍ରେମୀଯୁଗଳ

ଭୁବନେଶ୍ବର, (ଓଡିଶା ଟାଇମ୍ ) : କରୋନା ଭାଇରସ ସମଗ୍ର ବିଶ୍ୱରେ କାୟା ବିସ୍ତାର ସୃଷ୍ଟି କରିଛି । ଠିକ ଏହି ସମୟରେ ଆସିଛି ଭିନ୍ନ ଏକ ଦୃଶ୍ୟ । କ୍ୱାରେଣ୍ଟାଇନ ସେଣ୍ଟରରେ ବିବାହ କଲେ ଗୁଜୁରାଟକୁ ଯାଇଥିବା ଓଡିଆ ପ୍ରେମୀଯୁଗଳ … Read More