ଆଜି ମହାପ୍ରଭୁଙ୍କ ପବିତ୍ର ନବମୀ ଦର୍ଶନ

ପୁରୀ, (ଓଡିଶା ଟାଇମ୍) : ଆଜି ମହାପ୍ରଭୁଙ୍କ ପବିତ୍ର ନବମୀ ସଂଧ୍ୟା ଦର୍ଶନ । କୋଭିଡ କଟକଣା ଯୋଗୁ ଭକ୍ତ ସଂଧ୍ୟା ଦର୍ଶନରୁ ବଞ୍ଚିତ ରହିବେ । ମହପ୍ରଭୁଙ୍କ କେବଳ ଦୈନନ୍ଦିନ ନୀତିକାନ୍ତି ହେବ । ଆଜି ସଂଧ୍ୟା ଧୂପ ପରେ … Read More

ପୁରୀରୁ ଆରମ୍ଭ ହେଲା ସେରୋଲୋଜିକାଲ ଟେଷ୍ଟ

ପୁରୀ, (ଓଡିଶା ଟାଇମ୍) :ପୁରୀରୁ ଆରମ୍ଭ ହୋଇଛି ସେରୋଲୋଜିକାଲ ଟେଷ୍ଟ । ବାହୁଡା ଯାତ୍ରା ଥିବାରୁ ପୁରୀକୁ ପ୍ରାଥମିକତା ଦିଆଯାଉଛି।  ପୁରୀ ପରେ ଭୁବନେଶ୍ୱରରେ ଏହି ଟେଷ୍ଟ କରାଯିବ । ତା ପରେ ଗଞ୍ଜାମ ,ଗଜପତି, ବଡ଼ମ୍ବା- ନରସିଂହପୁରରେ ହେବ। ଏହାସହ … Read More

ତିନି ରଥର ଆରମ୍ଭ ହେଲା ଦକ୍ଷିଣ ମୋଡ଼

ପୁରୀ, (ଓଡିଶା ଟାଇମ୍) :ପୁରୀରେ ତିନି ରଥର ଦକ୍ଷିଣମୋଡ଼ ଆରମ୍ଭ ହୋଇଛି । ଆଜ୍ଞାମାଳ ବିଜେ ପରେ ତିନି ଦକ୍ଷିଣମୋଡ଼ ଆରମ୍ଭ ହୋଇଛି । ପ୍ରଥମେ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥର ଦକ୍ଷିଣମୋଡ଼ ହୋଇଛି । ଏହାପରେ ଦର୍ପଦଳନ ଓ ନନ୍ଦିଘୋଷର ଦକ୍ଷିଣମୋଡ଼ … Read More

ପୁରୀ ରଥଯାତ୍ରା: ଆସନ୍ତାକାଲି ତିନି ରଥର ହେବ ଦକ୍ଷିଣ ମୋଡ଼

ପୁରୀ , (ଓଡିଶା ଟାଇମ୍) : ଆସନ୍ତାକାଲି ତିନି ରଥର ଦକ୍ଷିଣ ମୋଡ଼ କରାଯିବ । ସେନେଇ ରଥର ଯାଞ୍ଚ କରାଯାଇଛି । ତିନି ରଥକୁ ଯାଞ୍ଚ କରିଛନ୍ତି ରଥ ତଦାରଖ କମିଟି । ଶ୍ରୀମନ୍ଦିର ବୈଷୟିକ ଯନ୍ତ୍ରୀ, ପୂର୍ତ୍ତ ବିଭାଗ … Read More

ଆଜି ହେରାପଞ୍ଚମୀ

ପୁରୀ, (ଓଡିଶା ଟାଇମ୍) :ଆpଜି ପବିତ୍ର ହେରାପଞ୍ଚମୀ । ଆଜିଠାରୁ ଆରମ୍ଭ ହେବ ବାହୁଡା ଯାତ୍ରାର ପ୍ରସ୍ତୁତି । ଶ୍ରୀମନ୍ଦିରରେ ଆଜି ଅନୁଷ୍ଠିତ ହେବ ହେରାପଞ୍ଚମୀ ନୀତି । ଅଭିମାନିନୀ ମହାଲକ୍ଷ୍ମୀ ଶ୍ରୀମନ୍ଦିରରୁ ବାହାରି ଶରଧାବାଲିରେ ନନ୍ଦିଘୋଷ ରଥର କାଠ ଭାଙ୍ଗିବେ … Read More

ଅନ୍ୟ ଜିଲାର ପୁଲିସଙ୍କୁ ପୁରୀ ମନା

ଭୁବନେଶ୍ବର, (ଓଡିଶା ଟାଇମ୍) : ବାହାର ଜିଲାର ପୁଲିସଙ୍କୁ ପୁରୀ ଯିବା ପାଇଁ ବାରଣ କରାଯାଇଛି। ଶ୍ରୀଜିଉଙ୍କ ଦର୍ଶନରେ ସ୍ବଚ୍ଛତା ଅବଲମ୍ବନ ଲାଗି ଡିଜିପି ଶ୍ରୀ ଅଭୟ ନିର୍ଦେଶ ଦେଇଛନ୍ତି। ସୂଚନାଅନୁସାରେ, ମହାପ୍ରଭୁଙ୍କ ନିଳାଦ୍ରୀବିଜେ ନହେବା ଯାଏଁ ପୁରୀରେ କଟକଣା ଲାଗୁ … Read More

ଆଜି ମହାପ୍ରଭୁଙ୍କ ବନକ ଲାଗି ନୀତି

ପୁରୀ, (ଓଡିଶା ଟାଇମ୍) : ଆଜି ଶ୍ରୀଜୀଉଙ୍କ ହେବ ବନକଲାଗି ନୀତି । ମଧ୍ୟାହ୍ନଧୁପ ସରିବା ପରେ ପଛ ଭୋଗମଣ୍ଡପରେ କରାଯିବ ଏହି ଗୁପ୍ତ ନୀତି । ଏଥିପାଇଁ ଆବଶ୍ୟକ ସାମଗ୍ରୀକୁ ଦତ୍ତ ମହାପାତ୍ର ସେବାୟତଙ୍କୁ ଯୋଗାଇଦିଆଯାଇଛି । ଏମାନେ ୪ … Read More

ଆଜି ଶ୍ରୀମନ୍ଦିର ସେବାୟତଙ୍କର ହେବ କୋଭିଡ଼ ଟେଷ୍ଟ

ପୁରୀ, (ଓଡିଶା ଟାଇମ୍) : ରଥଯାତ୍ରା ପାଇଁ ନିୟୋଜିତ ହୋଇଥିବା ଶ୍ରୀମନ୍ଦିର ସେବାୟତଙ୍କର ଆଜି କୋଭିଡ଼ ଟେଷ୍ଟ କରାଯିବ। ସୁଆର ମହାସୁଆର ନିଯୋଗରଙ୍କ ଟେଷ୍ଟ କରାଯିବ। ପୁଷ୍ପାଳକ ନିଯୋଗ, ବିମାନବଡ଼ୁ ନିଯୋଗର ମଧ୍ୟ କୋଭିଡ଼ ଟେଷ୍ଟ କରାଯିବ। ସହରର ୩ଟି ସ୍ଥାନ … Read More

ଚତୁର୍ଦ୍ଧାମୂରତିଙ୍କ ଆଡପ ମଣ୍ଡପ ବିଜେ : ଶ୍ରୀଗୁଣ୍ଡିଚା ମନ୍ଦିର ଚାରିପାଖରେ କର୍ଫ୍ୟୁ ବଳବତ୍ତର

ପୁରୀ, (ଓଡିଶା ଟାଇମ୍) : ଚତୁର୍ଦ୍ଧାମୂର୍ତ୍ତିଙ୍କ ଆଡ଼ପ ମଣ୍ଡପ ବିଜେ ଆରମ୍ଭ ହୋଇଛି । ପହଣ୍ଡି ଆରମ୍ଭ ହୋଇ ଶ୍ରୀ ମଦନ ମୋହନ ଓ ରାମକୃଷ୍ଣଙ୍କ ଗୋଟି ପହଣ୍ଡି ଶେଷ ହୋଇଛି । ଗୋଟି ପହଣ୍ଡିରେ ଜନ୍ମବେଦିକୁ ଯାଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି । … Read More

ପୁରୀରେ ସେବାୟତ ଓ ପୋଲିସଙ୍କ ହେବ କୋଭିଡ୍ ଟେଷ୍ଟ

ପୁରୀ, (ଓଡିଶା ଟାଇମ୍) : ଶ୍ରୀମନ୍ଦିର ସେବାୟତଙ୍କର ୨ ଥର କୋଭିଡ ଟେଷ୍ଟ ହେବ। ଅଢ଼େଇ ହଜାର ସେବାୟତଙ୍କର ୨ ରାଉଣ୍ଡ କୋଭିଡ୍ ଟେଷ୍ଟ କରାଯିବ। ସେମାନଙ୍କ ବ୍ୟତୀତ ପୋଲିସ୍, ସଫେଇ କର୍ମଚାରୀଙ୍କର ମଧ୍ୟ ଟେଷ୍ଟ କରାଯିବ। ରଥ ଯାତ୍ରାରେ ସାମିଲ … Read More