ଶ୍ରୀମନ୍ଦିର ଉନ୍ନୟନ କାର୍ଯ୍ୟ ଓ ସୌନ୍ଦର୍ଯ୍ୟକରଣର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର, (ଓଡିଶା ଟାଇମ୍) : : ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀରେ ପହଞ୍ଚି ଶ୍ରୀମନ୍ଦିର ଚତୁଃପାର୍ଶ୍ବର ବିକାଶ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି । ପୁରୀରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର ଚଉହଦୀରେ ହୋଇଥିବା ବିଭିନ୍ନ କାର୍ଯ୍ୟ … Read More

ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବା ସମ୍ପର୍କରେ ଆଜି ଆଲୋଚନା

ଭୁବନେଶ୍ବର, (ଓଡିଶା ଟାଇମ୍): ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲାଯିବା ସମ୍ପର୍କରେ ଲୋକଙ୍କ ମତାମତ ଲୋଡ଼ିବ ମନ୍ଦିର ପ୍ରଶାସନ। ମୁଖ୍ୟ ପ୍ରଶାସକ ଡଃ କ୍ରିଷନ କୁମାର ଶୁକ୍ରବାର ଏ ସମ୍ପର୍କରେ ବିଭିନ୍ନ ବର୍ଗ ଲୋକଙ୍କ ସହ ଆଲୋଚନା କରିବେ। ସେବକ ନିଯୋଗ କର୍ମକର୍ତ୍ତା … Read More

ସାଧାରଣ ଭକ୍ତଙ୍କ ପାଇଁ ଖୋଲିବ ପୁରୀ ଶ୍ରୀମନ୍ଦିର; ଆସନ୍ତାକାଲିଠୁ ପୁରୀ ଶ୍ରୀମନ୍ଦିର ପ୍ରଶାସନର ବୈଠକ

ଭୁବନେଶ୍ବର, (ଓଡିଶା ଟାଇମ୍) : ସାଧାରଣଭକ୍ତଙ୍କ ପାଇଁ ପୁରୀ ଶ୍ରୀମନ୍ଦିର ଖୋଲାଯିବ। ଶ୍ରଦ୍ଧାଳୁ ଜଗତରନାଥ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିପାରିବେ। ରାଜ୍ୟ ସରକାର ମନ୍ଦିର ଖୋଲାଯିବା ନେଇ ସବୁଜ ସଙ୍କେତ ଦେଲା ପରେ ପୁରୀ ମନ୍ଦିର ପ୍ରଶାସନ ଚଳଚଞ୍ଚଳ ହୋଇଛି। ସାଧାରଣଭକ୍ତଙ୍କ ପାଇଁ … Read More

ଶ୍ରୀମନ୍ଦିରର ପ୍ରାୟ ୪ ଶହ ସେବାୟତ କରୋନା ସଂକ୍ରମିତ

ପୁରୀ, (ଓଡିଶା ଟାଇମ୍) :ପୁରୀ ସହରରେ କୋଭିଡ଼ ସଂକ୍ରମଣ ସଂଖ୍ୟା ବଢ଼ି ଚାଲିଛି। ଶ୍ରୀମନ୍ଦିରର ପ୍ରାୟ ୪ ଶହ ସେବାୟତ କରୋନା ସଂକ୍ରମିତ ହୋଇ ସାରିଲେଣି। ଯାହା ଫଳରେ ମହାପ୍ରଭୁଙ୍କ ପ୍ରତିଦିନ ସେବା ପୂଜା କରୁଥିବା ସେବାୟତଙ୍କ ସଂଖ୍ୟା କମିବାରେ ଲାଗିଛି। … Read More

ବରିଷ୍ଠ ସେବାୟତ ପ୍ରେମାନନ୍ଦ ଦାସମହାପାତ୍ରଙ୍କ ପରଲୋକ

ପୁରୀ, (ଓଡିଶା ଟାଇମ୍) : ବରିଷ୍ଠ ସେବାୟତ ପ୍ରେମାନନ୍ଦ ଦାସମହାପାତ୍ରଙ୍କ ପରଲୋକ।ହୃଦଘାତରେ ପୁରୀ ମେଡିକାଲରେ ତାଙ୍କର ଦେହାନ୍ତ ହୋଇଛି।କରୋନାରେ ପୀଡିତ ହୋଇ ଆଇସୋଲେସନ୍‌ରେ ଥିଲେ। ଛାତିରେ ଯନ୍ତ୍ରଣା ହେବାରୁ ପୁରୀ ସଦର ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ପୂର୍ବତନ ଶ୍ରୀମନ୍ଦିର ପରିଚାଳନା କମିଟିର … Read More

ପୁରୀରେ ବନ୍ୟାସ୍ଥିତି ମୁକାବିଲା ନେଇ ବୈଠକ

ଭୁବନେଶ୍ୱର, (ଓଡିଶା ଟାଇମ) : ଗତ କିଛିଦିନ ଧରି ସାରା ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଲାଗିରହିବା ଫଳରେ ରାଜ୍ୟର ବିଭିର୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ବିଗତ ବର୍ଷରେ ରାଜ୍ୟରେ ବନ୍ୟାପରିସ୍ଥିତି ଦ୍ୱାରା ଅଧିକ କ୍ଷୟକ୍ଷତି … Read More

ଭିଜିଲାନ୍ସ ଜାଲରେ ଗ୍ରାମ୍ୟ ରୋଜଗାର ସେବକ

ପୁରୀ , (ଓଡିଶା ଟାଇମ୍) :  ଭିଜିଲାନ୍ସ ଜାଲରେ ଗ୍ରାମ୍ୟ ରୋଜଗାର ସେବକ। ଛଇତନାର ଗ୍ରାମ୍ୟ ରୋଜଗାର ସେବକ ଗୋବିନ୍ଦ ଚନ୍ଦ୍ର ପରିଡାଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ ଟିମ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୁରୀ ଭିଜିଲାନ୍ସ ଟିମ୍ … Read More

କରୋନା ଲଢେଇରେ ଆଖିବୁଜିଲେ ୨ କରୋନା ଯୋଦ୍ଧା

ପୁରୀ, (ଓଡିଶା ଟାଇମ୍) : କରୋନାରେ ଦୁଇ ପୋଲିସ ଯୋଦ୍ଧାଙ୍କ ଜୀବନ ଯାଇଛି । କରୋନା ସହ ସମ୍ମୁଖ ଲଢ଼େଇ କରୁ କରୁ ସେମାନଙ୍କ ଜୀବନ ଦୀପ ଲିଭିଯାଇଛି । ଏହି ଦୁଇ ଯୋଦ୍ଧା ହେଲେ ପୁରୀ ଜିଲ୍ଲାର କନେଷ୍ଟବଳ ଶୁଭ୍ରାଂଶୁ … Read More

ଭିଜିଲାନ୍ସ ଜାଲରେ ପୁରୀ ଜିଲ୍ଲା ସହକାରୀ ବନ ସଂରକ୍ଷକ

ପୁରୀ, (ଓଡିଶା ଟାଇମ୍) :ଭିଜିଲାନ୍ସ ଜାଲରେ ସହକାରୀ ବନ ସଂରକ୍ଷକ । ପୁରୀ ଜିଲ୍ଲା ସହକାରୀ ବନ ସଂରକ୍ଷକ ପ୍ରଶାନ୍ତ କୁମାର ସ୍ୱାଇଁଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ରେଡ୍‌ କରାଯାଇଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ପୁରୀ ଜିଲ୍ଲା … Read More

ରଥ ଭଙ୍ଗାକୁ ନେଇ ତେଜିଲା ଅସନ୍ତୋଷ

ପୁରୀ, (ଓଡିଶା ଟାଇମ୍) : ଚଳିତବର୍ଷ ୩ରଥର ସଂରକ୍ଷଣ ପାଇଁ ପୁରୀରେ ଗତ ୨୯ତାରିଖଠାରୁ ରଥ ଖୋଲା କାର୍ଯ୍ୟ ଆରମ୍ଭ କରାଯାଇଥିଲା । କିନ୍ତୁ ରଥ ଖୋଲା ପାଉଣା ମିଳିନଥିବା ପ୍ରସଙ୍ଗ ଆଜି ମହାରଣାମାନେ ଉଠାଇଛନ୍ତି । ଦର୍ପଦଳନ ରଥର ୪ଟି … Read More