ଡିସେମ୍ବର ତୃତୀୟ ସପ୍ତାହରେ ଭକ୍ତଙ୍କ ପାଇଁ ଖୋଲିପାରେ ଶ୍ରୀମନ୍ଦିର

ପୁରୀ, (ଓଡିଶା ଟାଇମ୍) :  ଡିସେମ୍ବର ତୃତୀୟ ସପ୍ତାହରେ ଭକ୍ତଙ୍କ ପାଇଁ ଖୋଲିପାରେ ଶ୍ରୀମନ୍ଦିର | ଏଥିସହ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ଶୃଙ୍ଖଳିତ ଭବେ ଶେଷ କରିବାକୁ ଚାଲିଛି ପ୍ରସ୍ତୁତି । ତେବେ କରୋନା ଯୋଗୁଁ ପ୍ରଭାବିତ ହୋଇଛି ଶ୍ରୀମନ୍ଦିରର ଆୟ … Read More

ଶ୍ରୀମନ୍ଦିର ପାଇଁ ୧୫୪ କୋଟିର ବଜେଟ୍

ପୁରୀ, (ଓଡିଶା ଟାଇମ୍) :ଶ୍ରୀମନ୍ଦିର ପରିଚାଳନା ପାଇଁ ୧୫୪ କୋଟି ଟଙ୍କାର ବଜେଟ୍ । ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଶ୍ରୀମନ୍ଦିର ବଜେଟ୍ ଅନୁମୋଦିତ ହୋଇଛି । ପରିଚାଳନା ବୈଠକ ଶେଷ ହେବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରାଶାସକ କ୍ରିଷନ କୁମାର … Read More

ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ

ପୁରୀ, (ଓଡିଶା ଟାଇମ୍) :ଆଜି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ।  ଏଥିରେ ୨୦୨୦ -୨୧ ଆର୍ଥିକ ବର୍ଷ ପାଇଁ ଶ୍ରୀମନ୍ଦିର ବଜେଟ ଅନୁମୋଦିତ କରାଯିବ। ଆୟ ଓ ବ୍ୟୟ ଅଟକଳ କରାଯିବ। ସେଥିପାଇଁ ପୂର୍ବରୁ … Read More

ନାଗାର୍ଜୁନ ବେଶରେ ଦର୍ଶନ ଦେବେ ପତିତପାବନ!

ପୁରୀ, (ଓଡିଶା ଟାଇମ୍) :କାର୍ତ୍ତିକ ମାସର ନୀତିକାନ୍ତି ସହ ନାଗାର୍ଜୁନ ବେଶ ଉପରେ ଆଜି ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ଅନୁ‌ଷ୍ଠିତ ହୋଇଯାଇଛି। ବେଶର ଅଗ୍ରଗତି ଓ ଏହା କିଭଳି ସୁରକ୍ଷିତ ଶ୍ରୀମନ୍ଦିରରେ ପହଞ୍ଚିବ ତାହା ଉପରେ ଗୁରୁତ୍ବ … Read More

ଶ୍ରୀମନ୍ଦିର ବାଇଶି ପାହାଚ ମାପଚୁପ ଓ ଅନୁଧ୍ୟାନ କଲେ ୫ଜଣିଆ ଏଏସଆଇ ଟିମ୍

ପୁରୀ , (ଓଡିଶା ଟାଇମ୍) : ଶ୍ରୀମନ୍ଦିର ବାଇଶି ପାହାଚର ସ୍ଥିତି ଅନୁଧ୍ୟାନ କରିଛି ପ୍ରତ୍ନତତ୍ତ୍ୱ ବିଭାଗ। ଏଏସ୍ଆଇ ସୁପରିଟେଣ୍ଡଣ୍ଟ ଅରୁଣ ମଲ୍ଲିକଙ୍କ ନେତୃତ୍ୱରେ ଆଜି ବାଇଶି ପାହାଚର ଅବସ୍ଥା ଓ ସ୍ଥିତିକୁ ଅନୁଧ୍ୟାନ କରିଛି ଏଏସ୍ଆଇର ଏକ ଟିମ୍। ଆବଶ୍ୟକ ପଡ଼ିଲେ … Read More

ଆଜିଠାରୁ କାର୍ତ୍ତିକ ବ୍ରତ ଆରମ୍ଭ : ସିଂହଦ୍ବାର ସମ୍ମୁଖରେ ଲାଗିଛି ବ୍ୟାରିକେଡ

ପୁରୀ, (ଓଡିଶା ଟାଇମ୍) :ଆଜିଠାରୁ କାର୍ତ୍ତିକ ବ୍ରତ ଆରମ୍ଭ ହୋଇଛି । କାର୍ତ୍ତିକ ବ୍ରତ ଆରମ୍ଭ ହେଉଥିବାରୁ ସିଂହଦ୍ବାର ସମ୍ମୁଖରେ ବ୍ୟାରିକେଡ କରାଯାଇଛି । ସେହିଭଳି ମହାପ୍ରସାଦ ପାଇଁ ଉତ୍ତର ଓ ଦକ୍ଷିଣ ଦ୍ୱାରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । କାର୍ତ୍ତିକ … Read More

ହବିଷ୍ୟାଳୀଙ୍କ ପାଇଁ ଲାଗୁ ହେଲା କଟକଣା

ପୁରୀ, (ଓଡିଶା ଟାଇମ୍) :ମାସ ମଧ୍ୟରେ କାର୍ତ୍ତିକ ମାସ ହେବ ପୂଣ୍ୟ ମାସ ବୋଲି କୁହାଯାଏ। ଏହି ମାସରେ ମନ୍ଦିର-ତୀର୍ଥସ୍ଥାନରେ ଭକ୍ତଙ୍କ ଭିଡ ଲାଗିଥାଏ। ଏହି ମାସରେ ପୁରୀରେ ହବିଷ୍ୟାଳୀଙ୍କ ଭିଡ ଲାଗିଥାଏ। କାର୍ତ୍ତିକ ମାସ ପାଇଁ ହବିଷ୍ୟାଳୀଙ୍କ ପାଇଁ ଲାଗୁ … Read More

ଆଜିଠୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ କାର୍ତ୍ତିକ ନୀତି

ପୁରୀ, (ଓଡିଶା ଟାଇମ୍) :ଶ୍ରୀମନ୍ଦିରରେ ଆଜି ଠାରୁ ମହାପ୍ରଭୁଙ୍କ କାର୍ତ୍ତିକ ନୀତି ଆରମ୍ଭ ହୋଇଛି । ଆଶ୍ୱୀନ ମାସ ଶୁକ୍ଳପକ୍ଷ ଏକାଦଶୀ ଅର୍ଥାତ୍ ଆଜିଠାରୁ କାର୍ତ୍ତିକ ବ୍ରତ ଆରମ୍ଭ ହୋଇଛି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚୂଡ଼ାନ୍ତ ହୋଇଥିବା ନୀତି ନିର୍ଘଣ୍ଟ … Read More

ଏଣିକି ଶ୍ରୀମନ୍ଦିରରେ ମିଳିବ ଅବଢା, ବରାଦ ଦେଇପାରିବେ ଭକ୍ତ

ପୁରୀ , (ଓଡିଶା ଟାଇମ୍) : କରୋନା ସଙ୍କଟ ମଧ୍ୟରେ ଭକ୍ତମାନଙ୍କ ପାଇଁ ଆସିଛି ଖୁସି ଖବର । ଏଣିକି ପୁରୀ ଶ୍ରୀମନ୍ଦିରରେ ଭକ୍ତ ପାଇପାରିବେ ମହାପ୍ରସାଦ । ଆଜି ମହାପ୍ରସାଦ ଉପରେ ଥିବା ସମସ୍ତ କଟକଣାକୁ ହଟାଯାଇଛି । ଏନେଇ … Read More

ସ୍ବର୍ଗଦ୍ବାରରୁ ହଟିଲା କଟକଣା, ଏଣିକି ଅନ୍ୟ ଜିଲ୍ଲାର ଶବ ହେବ ସତ୍କାର

ଭୁବନେଶ୍ବର, (ଓଡିଶା ଟାଇମ୍) :ପୁରୀ ସ୍ବର୍ଗଦ୍ବାରରେ ଶବ ସତ୍କାର ନେଇ କଟକଣା ହଟାଇ ଦିଆଯାଇଛି। ଏଣିକି ବାହାର ଜିଲାର ଯେକୌଣସି ବ୍ୟକ୍ତିଙ୍କ ମୃତଦେହ ତାଙ୍କ ସମ୍ପର୍କୀୟ ପୁରୀ ସ୍ବର୍ଗଦ୍ବାର ଆଣି ସତ୍କାର କରିପାରିବେ। ଅନ୍ୟ ସ୍ବର୍ଗଦ୍ବାର​‌େ​‌ର ଅନ୍ୟ ଜିଲାର ବ୍ୟକ୍ତିଙ୍କ ମୃତଦେହ … Read More