ପୁଲୱାମାରେ ସୁରକ୍ଷା ବାହିନୀ ଏନକାଉଣ୍ଟରରେ ୩ ଆତଙ୍କବାଦୀ ନିହତ

ଶ୍ରୀନଗର, (ଓଡ଼ିଶା ଟାଇମ୍‌) :ଆଜି ସକାଳେ ଜାମ୍ମୁ କାଶ୍ମୀରର ପୁଲୱାମା ଜିଲ୍ଲାର କାଙ୍ଗାନ ଅଞ୍ଚଳରେ ସୁରକ୍ଷା ବାହିନୀର ଏନକାଉଣ୍ଟରରେ ତିନି ଜଣ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡିଛି । ଏନକାଉଣ୍ଟରରେ ନିହତ ହୋଇଥିବା ୩ ଜଣ ଆତଙ୍କବାଦୀ ‌ଜୈଶ୍-ଏ-ମହମ୍ମଦ ଆତଙ୍କବାଦୀ ହୋଇଥିବା … Read More

ସୁରକ୍ଷାକର୍ମୀ-ଆତଙ୍କବାଦୀ ଗୁଳିବିନିମୟ : ଜଣେ ଆତଙ୍କୀ ନିହତ

ପୁଲଓ୍ବାମା, (ଓଡିଶା ଟାଇମ୍) : ପୁଲଓ୍ବାମା ଜମ୍ମୁକାଶ୍ମୀରରେ ଆଜି ଆତଙ୍କବାଦୀ-ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି । ପୁଲଓ୍ବାମା ଜିଲ୍ଲା ତ୍ରାଲ ଅଞ୍ଚଳରେ ଏହି ଗୁଳିବିନିମୟ ହୋଇଥିବା ଜଣାପଡିଛି । … Read More

ଷଡ଼ଯନ୍ତ୍ର ଉଦ୍ୟମ ରଚିଥିବା ଆତଙ୍କୀକୁ ଚିହ୍ନଟ କଲା ପୋଲିସ

ଶ୍ରୀନଗର, (ଓଡ଼ିଶା ଟାଇମ୍‌): ଗତକାଲି ଜାମ୍ମୁ କାଶ୍ମୀରର ପୁଲୱାମା ଜିଲ୍ଲାରୁ ଉଦ୍ଧାର କରାଯାଇଥିବା ବିସ୍ଫୋରକ (ଆଇଇଡ଼ି) ଥିବା ସାଣ୍ଟ୍ରୋ କାରର ମାଲିକ ସମ୍ପର୍କରେ ସୂଚନା ହସ୍ତଗତ ହୋଇଛି । ପୁଲଓ୍ୱାମା-ପାର୍ଟ ୨କୁ ରୂପ ଦେବା ପାଇଁ ଷଡ଼ଯନ୍ତ୍ର କରିଥିବା ଜଣେ ସ୍ଥାନୀୟ … Read More

ଶହୀଦଙ୍କ ସ୍ମୃତିରେ ସେବାୟତଙ୍କ ରକ୍ତଦାନ

ପୁରୀ, (ଭୀମସେନ ପଲଙ୍କଧାରୀ): ସୀମାରେ ସତର୍କ ରହି ଶତ୍ରୁ ଓ ଆତଙ୍କୀଙ୍କ ସହ ଲଢ଼ୁଥିବା ବୀର ସୈନିକଙ୍କ ମନୋବଳ ବଢ଼ାଇବା ତଥା ଦେଶବାସୀଙ୍କ ମନରେ ସେମାନଙ୍କ ପ୍ରତି ସମ୍ମାନ ଓ ମର୍ଯ୍ୟାଦା ନିରନ୍ତର ରଖିବା ଉଦ୍ଦେଶ୍ୟରେ ଶ୍ରୀମନ୍ଦିରର ସେବାୟତମାନେ ଆଗଭର ହୋଇଛନ୍ତି। … Read More

ପାକ୍‌ ମିଡିଆରେ ଓଡ଼ିଶା: ସ୍ଵାମୀ ପଛେ ମରୁ, ସଉତୁଣି ବିଧବା ହେଉ

ଚାଞ୍ଚଲ୍ୟ ସୃଷ୍ଟିକାରୀ ଖବର ଆଗରେ ବନ୍ଧା ହୋଇଗଲା ଦେଶର ସ୍ଵାର୍ଥ। ଶତ୍ରୁପକ୍ଷ ରାଷ୍ଟ୍ରକୁ ବି ଫୁଟେଜ୍‌ ପଠାଇବାକୁ ପଛ ଘୁଞ୍ଚା ଦେଲେନି ଓଡ଼ିଶାର ଜଣେ ବରିଷ୍ଠ ସାମ୍ବାଦିକ। ନିଜର ଅଜ୍ଞାନ ହେଉ ବା ଅହଙ୍କାରର ପ୍ରତିଫଳନ, ସେ କିନ୍ତୁ ଭାରତର ପ୍ରତିଚ୍ଛବିକୁ … Read More