କୋଭିଡ୍ ଛାଟ: ଯାଞ୍ଚ ପରେ ୧୦ ହସ୍ପିଟାଲକୁ ବିଏମ୍ସିର ନୋଟିସ୍
ଭୁବନେଶ୍ବର, (ଓଡିଶା ଟାଇମ୍) : କୋଭିଡ୍ ଗାଇଡ୍ଲାଇନ୍ ମାନୁନଥିବା ରାଜଧାନୀର ହସ୍ପିଟାଲକୁ କଡ଼ା ଚେତାବନୀ ଦେଲା ବିଏମ୍ସି। କରୋନା ବେଳରେ ହସ୍ପିଟାଲ ପ୍ରୋଟୋକଲ ନମାନିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) କମିଶନର। ୧୦ଟି ହସ୍ପିଟାଲକୁ ବିଏମସିର ନୋଟିସ୍। … Read More