ରାଇରଙ୍ଗପୁରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ରାଇରଙ୍ଗପୁର: ନିଜ ଜନ୍ମମାଟି ରାଇରଙ୍ଗପୁରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପହଞ୍ଚିଛନ୍ତି ।  ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଆସି ପୂର୍ବାହ୍ନ ୧୦ଟା ୧୬ ମିନିଟରେ ରାଇରଙ୍ଗପୁର ଅସ୍ଥାୟୀ ହେଲିପ୍ୟାଡରେ ଓହ୍ଲାଇଛନ୍ତି । ରାଷ୍ଟ୍ରପତି ହେବା ପରେ ଏହା ଦ୍ରୌପଦୀ ମୁର୍ମୁଙ୍କ ପ୍ରଥମ ମୟୂରଭଞ୍ଜ … Read More

ରାଷ୍ଟ୍ରପତିଙ୍କୁ ମାଗିଥିଲେ ଇଚ୍ଛା ମୃତ୍ୟୁ, ଚିକିତ୍ସା କରାଇବାକୁ ଅଣ୍ଟାଭିଡ଼ିଲା ପ୍ରଶାସନ

(କଳାହାଣ୍ଡି, ଓଡ଼ିଶା ଟାଇମ୍): ଦୀର୍ଘ ବର୍ଷ ଧରି ରୋଗ ଭଲ ନହେବାରୁ ରାଷ୍ଟ୍ରପତିଙ୍କୁ ଇଚ୍ଛାମୃତ୍ୟୁ ପାଇଁ ଆବେଦନ କରିଥିଲେ ଯୁବକ । ଘଟଣା ବିଷୟରେ ଜାଣିବା ପରେ ତାଙ୍କ ଚିକିତ୍ସାପାଇଁ ତତ୍ପରତା ପ୍ରକାଶ କରିଛି ଜିଲ୍ଲା ପ୍ରଶାସନ । ଭବାନୀପାଟଣା ବ୍ଲକ … Read More

ସବର୍ଣ୍ଣ ଆରକ୍ଷଣ ବିଲକୁ ରାଷ୍ଟ୍ରପତିଙ୍କ ମଂଜୁରୀ

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅର୍ଥନୈତିକ ଦୃଷ୍ଟିକୋଣରୁ ଅନଗ୍ରସର ଲୋକଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ବିଲରେ ଆଜି ସ୍ୱାକ୍ଷର କରି ଏହାକୁ ଅନୁମୋଦନ କରିଛନ୍ତି । ଏହା ଫଳରେ ଏହି ସମ୍ବିଧାନର ୧୨୪ ତମ ସଂଶୋଧନ ବିଲଟି ଆଇନରେ ପରିଣତ ହୋଇଛି … Read More

୫୫ ବର୍ଷରେ ୬୫ଟି ବିପର୍ଯ୍ୟୟ

ଭୁବନେଶ୍ୱର,(ଓଟି): ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୟୁଂଟାଲ ପିଛା ୨୯୩୦ ଟଙ୍କାକୁ ବୃଦ୍ଧି , ସ୍ୱାମୀନାଥନ୍ କମିଶନ ରିପୋର୍ଟର ସୁପାରିଶକୁ କାର୍ଯ୍ୟକାରୀ କରିବା ଦାବି କରି ବିଜେଡି ପକ୍ଷରୁ ମଙ୍ଗଳବାର ସଂଧ୍ୟାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି … Read More