ବାତ୍ୟା ଗୁଲାବ ପାଇଁ ବ୍ୟାପକ ପ୍ରସ୍ତୁତି: ଓଡ୍ରାଫ୍, ଏନ୍ଡିଆର୍ଏଫ୍, ତଟରକ୍ଷୀ ପ୍ରସ୍ତୁତ
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ‘ଗୁଲାବ୍’ ମୁକାବିଲା ନେଇ ପ୍ରସ୍ତୁତ ହୋଇଛି ପ୍ରଶାସନ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏନେଇ ଆବଶ୍ୟକ ପଦକ୍ଷେପ ନେଇଛନ୍ତି। ପ୍ରଭାବିତ ହେବାକୁ ଥିବା ୭ ଜିଲ୍ଲା ରେ ୪୨ଟି ଓଡ୍ରାଫ୍ ଓ … Read More