‘୪୦ବର୍ଷ ପର୍ଯ୍ୟନ୍ତ ବିଜେପି ଶକ୍ତିଶାଳୀ ହେବ, ରାହୁଲ ଗାନ୍ଧୀ ପିଏମ ମୋଦୀଙ୍କ ଶକ୍ତି ଅନୁମାନ କରିବାରେ ଅସମର୍ଥ’: ପ୍ରଶାନ୍ତ କିଶୋର
“ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଲୋକମାନେ ରାଗିଛନ୍ତି ଏବଂ ତାଙ୍କୁ କ୍ଷମତାରୁ ବାହାର କରିଦେବେ ବୋଲି ଭ୍ରମରେ ପଡ଼ନ୍ତୁ ନାହିଁ । ଲୋକମାନେ ହୁଏତ ମୋଦୀଙ୍କୁ କ୍ଷମତାରୁ ହଟାଇ ପାରନ୍ତି, କିନ୍ତୁ ବିଜେପି ବର୍ତ୍ତମାନ କୌଣସ କ୍ଷମତା ରାଜନୀତିରୁ ହଟୁନାହିଁ ।” … Read More