ଜେଏମ୍ଏମ୍ରୁ କୋଣଠେସା ପରେ ରାମଚନ୍ଦ୍ର ହାଁସଦା ଏବଂ ପ୍ରହ୍ଲାଦ ପୂର୍ତ୍ତିଙ୍କ ଗତି କୁଆଡ଼େ
ରାଇରଙ୍ଗପୁର, (ମନୋରଞ୍ଜନ ତିରିଆ): ମୟୁରଭଞ୍ଜ ରାଜନୀତିରେ ଏକଦା ନିଜ ନିୟନ୍ତ୍ରଣରେ ରଖି ଜନ ପ୍ରତିନିଧି ପାଲଟିଥିବା ପୂର୍ବତନ ସାଂସଦ ରାମଚନ୍ଦ୍ର ହାଁସଦା ଏବଂ ପୂର୍ବତନ ବିଧାୟକ ପ୍ରହ୍ଲାଦ ପୂର୍ତ୍ତି ଏବେ ନିଜ ନିଜ ଦଳରେ କୋଣଠେସା ପ୍ରାୟ। ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାରେ … Read More