ରାଜ୍ୟରେ ଆଉ ୧୪୩ କୋରୋନା ଆକ୍ରାନ୍ତ ଚିହ୍ନଟ,୨ ହଜାର ୩୮୮ ରେ ପହଞ୍ଚିଲା ସଂଖ୍ୟା
ଭୁବନେଶ୍ଵର, (ଓଡ଼ିଶା ଟାଇମ୍) :ରାଜ୍ୟରେ ପୁଣି ଆଉ ୧୪୩ କୋରୋନା ସଂକ୍ରମିତ ଚିହ୍ନଟ । ଏହି ଆକ୍ରାନ୍ତଙ୍କ ଲଗାଇ ରାଜ୍ୟରେ ୨,୩୮୮ ରେ ପହଞ୍ଚିଲା ସଂଖ୍ୟା । ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୧୩୨ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୧୧ … Read More