୧୫ରେ ରିଲିଜ୍ ହେବ ପପୁ ଓ ମନୀଷାଙ୍କ ‘ଗାଁ ର ନାଁ ଗାଲୁଆପୁର’ : ୧୫ ସିନେମା ହଲ୍ ବୁକ୍
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ଅକ୍ଟୋବର ୧୫ ତାରିଖରେ ମୁକ୍ତିଲାଭ କରିବ ଗାଁର ନାଁ ଗାଲୁଆପୁର। ଜଣାଶୁଣା କମେଡିଆନ୍ ପପୁ ପମ୍ପମ୍ ଏହାର ମୁଖ୍ୟ ଚରିତ୍ରରେ ଅଭିନୟ କରୁଛନ୍ତି। ତାଙ୍କ ବିପକ୍ଷରେ ନାୟିକା ଅଛନ୍ତି ମନୀଷା। ଫିଲ୍ମଟି ପୂଜା ବଜାରରେ ଯଥେଷ୍ଟ ଆଦୃତ … Read More