ଟ୍ରାକ୍ଟର ରାଲି ବେଳେ ହିଂସାକାଣ୍ଡ ଘଟଣା: ରୁଜୁ ହେଲା ୧୫ ମାମଲା

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ହିଂସା ପରେ ଆକ୍ସନ । ଗଣତନ୍ତ୍ର ଦିବସରେ ଦିଲ୍ଲୀରେ କୃଷକଙ୍କ ଟ୍ରାକ୍ଟର ଆନ୍ଦୋଳନ ବେଳେ ହିଂସା ଘଟଣା । ରାଷ୍ଟ୍ରୀୟ ରାଜଧାନୀରେ ଏପରି କାରନାମା ନେଇ ଆକ୍ସନ ମୋଡକୁ ଆସିଛି ଦିଲ୍ଲୀ ପୋଲିସ । ହିଂସାକାଣ୍ଡରେ ବର୍ତ୍ତିମାନ … Read More

ମହଙ୍ଗା ପଡ଼ିଲା ଜୀବିତକୁ ମୃତ ପ୍ରମାଣିତ କରିବା, ତଦନ୍ତକାରୀ ଅଧିକାରୀଙ୍କୁ ୫ ଲକ୍ଷ କ୍ଷତିପୂରଣ ଦେବାକୁ ମାନବାଧିକାର କମିଶନଙ୍କର ନିର୍ଦ୍ଦେଶ

ଭୁବନେଶ୍ବର, (ଓଡିଶା ଟାଇମ୍) :ବେଆଇନ ଗିରଫ ପରେ ଜୀବିତ ପୁଅକୁ ମୃତ ଦେଖାଇବା ମାମଲାରେ ତଦନ୍ତକାରୀ ଅଧିକାରୀଙ୍କୁ ୫ ଲକ୍ଷ ଟଙ୍କା ଜରିମାନା ହୋଇଛି। ଏନେଇ ରାଜ୍ୟ ମାନବାଧିକାର କମିଶନ ଜରିମାନା କରିଛନ୍ତି। ୨୦୧୬ମସିହାରେ ପାଇକମାଳ ଥାନାରେ ଘଟିଥିଲା ଏହି ଘଟଣା। … Read More

ମାଲକାନଗିରି ପୁଲିସକୁ ବଡ ସଫଳତା ; ବ୍ୟାପକ ଗୁଳି ଓ ବୋମା ଜବତ

ମାଲକାନାଗିରି, (ଓଡିଶା ଟାଇମ୍) : ମାଲକାନଗିରି ଜିଲ୍ଲାରେ ପୁଣି ଠାବ ହେଲା ମାଓ କ୍ୟାମ୍ପ । ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରୁ ପୋଲିସକୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ମିଳିଛି । ଜୋଡାମ୍ବ ଥାନା ଅନ୍ତର୍ଗତ ଅଣ୍ଡ୍ରାପାଲ୍ଲି ଗାଁ ନିକଟସ୍ତ ଓରାପଦର ଜଙ୍ଗଲରେ … Read More

ସ୍ୱାଭିମାନ ଅଞ୍ଚଳ ଗସ୍ତ କଲେ ଡିଜିପି, ମାଓ ସମସ୍ୟା ସମ୍ପର୍କରେ କଲେ ସମୀକ୍ଷା

ମାଲାକନଗିରି, (ଓଡିଶା ଟାଇମ୍) : ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳର ଗୋରାସେତୁ ବିଏସଏଫ କ୍ୟାମ୍ପରେ ଓଡିଶା ପୁଲିସ ଡିଜି ଅଭୟ ପହଞ୍ଚି ସ୍ଥିତ ସମୀକ୍ଷା କରିଥିଲ। ପରେ ସେଠାରୁ ମାଲକାନଗିରି ଏସପି କାର୍ଯ୍ୟଳୟ ଗସ୍ତ କରିଛନ୍ତି। ସ୍ୱାଭିମାନ ଅଞ୍ଚଳରେ ଡିଜିଙ୍କ ଗ୍ରସ୍ତ … Read More

ମୁମ୍ବାଇରେ ହୋଇପାରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ, ସୂଚନା ଦେଲା ଗୁଇନ୍ଦା ବିଭାଗ

ମୁମ୍ବାଇ, (ଓଡିଶା ଟାଇମ୍) :ମୁମ୍ବାଇରେ ପୁଣି ଥରେ ବଡ ଧରଣର ଆତଙ୍କବାଦୀ ଆକ୍ରମଣର ଆଶଙ୍କା ଦେଖାଦେଇଛି । ଗୁଇନ୍ଦା ସୂତ୍ର ଅନୁସାରେ ଆତଙ୍କବାଦୀ ମୁମ୍ବାଇରେ ବଡ ଧରଣର ଆକ୍ରମଣ କରିପାରନ୍ତି । ଏହାକୁ ନେଇ ମୁମ୍ବାଇ ପୋଲିସ ସତର୍କ ସୂଚନା ଜାରି … Read More

ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୁଲିସ ଏସ୍‌ଆଇ

ଉତ୍ତରପ୍ରଦେଶ, (ଓଡିଶା ଟାଇମ) : ଉତ୍ତର ପ୍ରଦେଶ ବାଗପତ ରାମାଲା ଥାନାରେ ନିୟୋଜିତ ସବଇନ୍ସପେକ୍ଟର ଇନ୍ତସାର ଅଲିଙ୍କୁ ନିଲମ୍ବିତ କରାଯାଇଛି। ନିଲମ୍ବିତ କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ବିନା ଅନୁମତିରେ ଲମ୍ବା ଦାଢ଼ି ରଖିବା ଅଭିଯୋଗରେ ପୋଲିସ ଅଧିକ୍ଷକ … Read More

ଆତଙ୍କୀ ଲିଙ୍କ୍ ସଂଦେହ, ଖଣ୍ଡଗିରି ଅଞ୍ଚଳରୁ ଯୁବକଙ୍କୁ ଉଠାଇନେଲା ଏନଆଇଏ

ଭୁବନେଶ୍ବର, (ଓଡିଶା ଟାଇମ୍) :ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ପକ୍ଷରୁ ଭୁବନେଶ୍ବରରୁ ଜଣେ ଯୁବକଙ୍କୁ ଅଟକ ରଖି ପଚରାଉଚୁରା କରାଯାଉଛି । ସୂଚନା ଅନୁସାରେ ଆଜି ଏନଆଇଏର ଏକ ସ୍ବତନ୍ତ୍ର ଟିମ୍ ରାଜ୍ୟ କ୍ରାଇମ୍ ବ୍ରାଞ୍ଚ ଓ କମିଶନରେଟ୍ ପୁଲିସ ସହଯୋଗରେ … Read More

କରୋନା ନେଲା କନେଷ୍ଟବଳଙ୍କ ଜୀବନ

ଭୁବନେଶ୍ବର, (ଓଡିଶା ଟାଇମ୍) : କରୋନାରେ ଚାଲିଗଲା କରୋନା ଯୋଦ୍ଧାଙ୍କ ଜୀବନ । କଟକରେ କରୋନା ମୁକାବିଲାରେ ନିୟୋଜିତ ଲାଲବାଗ ଥାନା କନେଷ୍ଟବଳ ଦିବାକର ସେଠୀ (୫୦) ଶେଷରେ କରୋନା ସଂକ୍ରମଣରେ ଆଖି ବୁଜିଛନ୍ତି । କରୋନା ଯୋଦ୍ଧା ଦିବାକର ସଂକ୍ରମିତ ହେବା … Read More

ବିବାହର ପ୍ରତିଶୃତି ଦେଇ ପ୍ରତାରଣା ଅଭିଯୋଗ

ଭୁବନେଶ୍ବର, (ଓଡିଶା ଟାଇମ୍) : ଯୁବତୀଙ୍କୁ  ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା ଅଭିଯୋଗ । ପ୍ରତାରଣା ଅଭିଯୋଗରେ ମଞ୍ଚେଶ୍ୱର ଥାନା ପୋଲିସ ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତ ଜଣକ ହେଲେ ଚକେଇସିହାଣି ଅଞ୍ଚଳର ତପନ କୁମାର ସାହୁ(୨୫) । ସୂଚନାଯୋଗ୍ୟ ଯେ, … Read More

ପୁଲିସ-ଡ୍ରଗ୍ସ ବ୍ୟବସାୟୀ ଅଡିଓ ଭାଇରାଲ ମାମଲାରେ ଜଳେଶ୍ବର ଥାନା ଆଇଆଇସି ନିଲମ୍ବିତ

ଭୁବନେଶ୍ବର, (ଓଡିଶା ଟାଇମ୍) : ବାଲେଶ୍ୱରରେ ପୋଲିସ-ଡ୍ରଗ୍ସ ବ୍ୟବସାୟୀ ଅଡିଓ ଭାଇରାଲ ମାମଲାରେ ଆଜି ଜଳେଶ୍ୱର ଥାନା ଆଇଆଇସି ଧନେଶ୍ୱର ସାହୁଙ୍କୁ ନିଲମ୍ବିତ କରାଯାଇଛି । ଧନେଶ୍ୱରଙ୍କୁ ନିଲମ୍ବିତ କରିଛନ୍ତି ପୋଲିସ ଡିଜି ଅଭୟ ଅଭୟ । ଏନେଇ ଖୋଦ୍ ଡିଜିପି … Read More