ବଦଳିଲା ପିଜି ନାମଲେଖା କାର୍ଯ୍ୟସୂଚୀ
ଭୁବନେଶ୍ବର, (ଓଡିଶା ଟାଇମ୍) :ରାଜ୍ୟର ୬୮ଟି ଶିକ୍ଷାନୁଷ୍ଠାନ (ବିଶ୍ବବିଦ୍ୟାଳୟ ଓ ସ୍ବୟଂଶାସିତ ମହାବିଦ୍ୟାଳୟ)ର ସ୍ନାତକୋତ୍ତର(ପିଜି) ପାଠ୍ୟକ୍ରମ ପାଇଁ ହୋଇଥିବା ଏକକ ପିଜି ପ୍ରବେଶିକାର ମେଧା ତାଲିକା ପ୍ରକାଶକୁ ପୁନର୍ବାର ପରିବର୍ତ୍ତନ କରାଯାଇଛି। ଏଥିସହ ସମସ୍ତ ପରୀକ୍ଷାର୍ଥୀ ସେମାନଙ୍କର ମାର୍କସିଟ୍ ଅପଲୋଡ୍ କରି … Read More