ସୋମବାର ସକାଳ ୧୦ରୁ ୪ ରେଳରୋକୋ: ଓଡ଼ିଶା ପ୍ରଦେଶ କଂଗ୍ରେସର ସମର୍ଥନ
ଭୁବନେଶ୍ୱର, (ଓଡ଼ିଶା ଟାଇମ୍): ସୋମବାରଦିନ ସଂଯୁକ୍ତ କିଶାନ ମୋର୍ଚ୍ଚା ପକ୍ଷରୁ ଦିଆଯାଇଥିବା ରେଳରୋକୋ ଡାକରାକୁ ସମର୍ଥନ କରିଛି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି। ଏହି ମର୍ମରେ ଜିଲ୍ଲାସ୍ତରରେ ଥିବା କଂଗ୍ରେସ କମିଟିଗୁଡ଼ିକ ପକ୍ଷରୁ ସାରା ରାଜ୍ୟରେ ରେଳରୋକ କାର୍ଯ୍ୟକ୍ରମକୁ ପୂର୍ଣ୍ଣମାତ୍ରାରେ ସହଯୋଗ … Read More