କ୍ବାରେନଣ୍ଟାଇନ ସେଣ୍ଟରରୁ ବଜ୍ରକାପ୍ତା ଉଦ୍ଧାର, କରାଯିବ କରୋନା ପରୀକ୍ଷା
ଭୁବନେଶ୍ଵର, (ଓଡିଶା ଟାଇମ୍) : ବଜ୍ରକାପ୍ତାର କରାଯିବ କୋରୋନା ଟେଷ୍ଟ । ଏ ନେଇ ଆଠଗଡ ଡିଏଫ୍ଓ ସସି୍ମତା ଲେଙ୍କା ସୂଚନା ଦେଇଛନ୍ତି । ଯେହେତୁ ବଜ୍ରକାପ୍ତାଟି କ୍ୱାରେଣ୍ଟାଇନ ସେଣ୍ଟରରୁ ମିଳିଛି ସ୍ୱାବ ନମୁନା ନିଆଯାଇ ଟେଷ୍ଟ କରାଯିବ । ଆଉ … Read More