ବଢ଼ିଲା ପଞ୍ଚାୟତ ପ୍ରତିନିଧିଙ୍କ ୨୫ ପ୍ରତିଶତ ଦରମା: ଏପ୍ରିଲ ପହିଲାରୁ ଲାଗୁ
ଭୁବନେଶ୍ବର , (ଓଡିଶା ଟାଇମ୍) : ସାରା ରାଜ୍ୟରେ କରୋନା ଭାଇରସ୍ ହୁ ହୁ ହୋଇ ବଢିଚାଲିଛି । ଏହାରି ମଧ୍ୟରେ ପଞ୍ଚାୟତ ପ୍ରତିନିଧିଙ୍କ ପାଇଁ ଖୁସିଖବର ଆଣିଦେଇଛନ୍ତି ସରକାର । ପଞ୍ଚାୟତ ପ୍ରତିନିଧିଙ୍କ ପାରିଶ୍ରମିକ ବଢାଇବାକୁ ରାଜ୍ୟ ସରକାର ଘୋଷଣା … Read More