କରାଚୀରେ ବଡ଼ ଧରଣର ବିସ୍ଫୋରଣ : ୩ଜଣ ମୃତ,୧୫ରୁ ଅଧିକ ଆହତ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ପାକିସ୍ତାନର କରାଚୀରେ ବଡ଼ ବିସ୍ଫୋରଣ ହୋଇଛି। ଗୁଲଶନ-ଏ-ଇକବାଲରେ ମସକନ ଚୌରଙ୍ଗୀରେ ୨ତାଲା କୋଠାରେ ବିସ୍ଫୋରଣ ହୋଇଛି,ଯେଉଁଥିରେ ଅନେକ ଲୋକ ଗୁରୁତର ହୋଇଛନ୍ତି। ଆଖପାଖର କୋଠାର ଝରକା ଭାଙ୍ଗି ଚୁରମାର ହୋଇଯାଇଛି। ଏହି ବିସ୍ଫୋରଣରେ ୩ଜଣଙ୍କ ମୃତ୍ୟୁ ହୋଇଯାଇଥିବାବେଳେ … Read More

ପାକିସ୍ତାନରେ ୨ଟି ବଡ଼ ଆତଙ୍କବାଦୀ ଆକ୍ରମଣ,୨୧ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ପାକିସ୍ତାନର ବେଲୁଚିସ୍ତାନରେ ଓ ଓ୍ବାଜରିସ୍ତାନରେ ବଡ଼ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏଥିରେ ୨୧ ଜଣଙ୍କ ମୃତ୍ୟୁ ହୋଇଛି। ଗୋଟିଏ ଆକ୍ରମଣ ବେଲୁଚିସ୍ତାନର ଓରମେରାରେ ହୋଇଛି। ତେବେ ଏହା ଅଏଲ ଆଣ୍ଡ ଗ୍ୟାସ ବିକାଶ କମ୍ପାନି ଲିମିଟେଡରେ ହୋଇଛି … Read More

କଶ୍ମୀରକୁ ଅସ୍ତ୍ରଶସ୍ତ୍ର ଚୋରାଚାଲାଣ ଲାଗି ପାକିସ୍ତାନର ଉଦ୍ୟମକୁ ପଣ୍ଡ କଲା ଭାରତୀୟ ସେନା

ଶ୍ରୀନଗର, (ଓଡିଶା ଟାଇମ୍) : ଅନ୍ତର୍ଜାତୀୟ ଆତଙ୍କବାଦକୁ ପ୍ରୋତ୍ସାହନ ଦେବା ଅଭିଯୋଗରେ ପାକିସ୍ତାନ ବିରୋଧରେ ଗ୍ଲୋବାଲ ଫାଇନାନ୍ସିଆଲ୍ ଆକ୍ସନ୍ ଟାସ୍କ ଫୋର୍ସ (FATF) କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏହା ସତ୍ବେ ପାକିସ୍ତାନ ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ କରିବାକୁ ଯତ୍ପରୋନାସ୍ତି ଚେଷ୍ଟା କରୁଛି … Read More

ପାକିସ୍ତାନରେ ବି ବ୍ୟାନ ହେବ ହେବ ଟିକ୍ ଟକ୍ !

ପାକିସ୍ତାନ, (ଓଡିଶା ଟାଇମ୍) : ପାକିସ୍ତାନରେ ଚୀନର କ୍ଷୁଦ୍ର ଭିଡିଓ ଆପ୍ ଟିକ୍ ଟକ୍ ନିଷିଦ୍ଧ ହେବ । ଅଶାଳୀନ କଣ୍ଟେଣ୍ଟକୁ ନେଇ ପାକିସ୍ତାନ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଖୁବଶୀଘ୍ର ଏ ନେଇ ସରକାରୀ ଘୋଷଣା କରାଯିବ ବୋଲି … Read More

କାଶ୍ମୀରକୁ ନେଇ ପାକିସ୍ତାନ-ସାଉଦୀ ଆରବ ମୁହାଁମୁହିଁ

ଚୀନ୍ ଏବଂ ତୁର୍କୀର ଆଦେଶରେ ନାଚୁଥିବା ପାକିସ୍ତାନ ବର୍ତ୍ତମାନ ତାର ପୁରୁଣା ‘ବନ୍ଧୁ’ ସାଉଦି ଆରବକୁ କାଶ୍ମୀର ପ୍ରସଙ୍ଗରେ ଧମକ ଦେଇଛି । ପାକିସ୍ତାନର କାଶ୍ମୀର ଷଡ଼ଯନ୍ତ୍ରରେ ସହଯୋଗ ଦେଉ ନ ଥିବାରୁ ନିରାଶ ହୋଇଥିବା ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହା … Read More

ଚୀନ୍‌ ଚିନ୍ତା ବଢ଼ିଲା- ପାକିସ୍ତାନର ସିନ୍ଧ-ବାଲୁଚିସ୍ତାନ କ୍ରାନ୍ତିକାରୀ ହାତ ମିଳାଇଲେ

ଚୀନ୍ ଏବଂ ପାକିସ୍ତାନ ମଧ୍ୟରେ ବନ୍ଧୁତ୍ୱରେ ଚନ୍ଦ୍ରଗ୍ରହଣ ଭାବରେ କାର୍ଯ୍ୟ କରୁଥିବା ବାଲୁଚିସ୍ତାନ ଲିବରେସନ୍ ଆର୍ମି (ବିଏଲ୍ଏ)ର ସମସ୍ୟା ସମାଦାନ ହୋଇନଥିବାବେଳେ ଅନ୍ୟ ଏକ ସଂସ୍ଥା ବର୍ତ୍ତମାନ ଚୀନ୍‌ର ସିପିଇସି ବିରୋଧରେ ବାହାରିଛନ୍ତି । ଏହି ସଂଗଠନର ନାମ ହେଉଛି ସିନ୍ଧୁଦେଶ … Read More

ପାକିସ୍ତାନରେ ବଡ ଧରଣର ଦୁର୍ଘଟଣା, ୧୯ ଶିଖ୍ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

ପାକିସ୍ତାନ, (ଓଡିଶା ଟାଇମ୍) : ଆଜି ଅପରାହ୍ନରେ ପାକିସ୍ତାନରେ ଏକ ବଡ ଧରଣର ଦୁର୍ଘଟଣା ଘଟିଛ।  ଦୁର୍ଘଟଣାରେ ୧୯ ଶିଖ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିବାବେଳେ ୮ଜଣ ଆହତ ହୋଇଛନ୍ତି । ଏଭଳି ଏକ ଭୟଙ୍କର ଦୁର୍ଘଟଣା ଘଟିଛି ପାକିସ୍ତାନର ଶେଖୁପୁରାରେ, ଯେଉଁଠାରେ … Read More

ପାକିସ୍ତାନ କରାଚିରେ ଥିବା ଷ୍ଟକ ଏକ୍ସଚେଞ୍ଜ ଉପରେ ଆତଙ୍କବାଦୀ ଆକ୍ରମଣ

ଇସଲାମାବାଦ, (ଓଡିଶା ଟାଇମ୍) : କରାଚୀରେ ଥିବା ପାକିସ୍ତାନ ଷ୍ଟକ୍‌ ଏକ୍ସଚେଞ୍ଜରେ ସୋମବାର ଆତଙ୍କବାଦୀ ଆକ୍ରମଣ ହୋଇଛି। ୪ ବନ୍ଧୁକଧାରୀ ଆତଙ୍କବାଦୀ ଷ୍ଟକ ଏକ୍ସଚେଞ୍ଜ କାର୍ଯ୍ୟାଳୟରେ ପଶି ଆଖିବୁଜା ଗୁଳିଚାଳନା କରିବାରୁ ୫ ନାଗରିକଙ୍କ ମୃତ୍ୟୁ ଘଟିଛି। ଏହା ସହିତ ପୁଲିସ … Read More

ଏବେବି ପାକିସ୍ତାନ ଆତଙ୍କବାଦୀଙ୍କ ପାଇଁ ସୁରକ୍ଷିତ ସ୍ଥାନ : ଆମେରିକା

ଓ୍ବାଶିଂଟନ୍, (ଓଡିଶା ଟାଇମ୍) : ସ୍ଥାନୀୟ ଆତଙ୍କବାଦୀ ସଂଗଠନ ପାଇଁ ପାକିସ୍ତାନ ଏକ ସୁରକ୍ଷିତ ସ୍ଥାନ ହୋଇଛି ବୋଲି ବୁଧବାର ଆମେରିକା ଏଭଳି ଦାବି କରିଛି । ଏଥି ଅନୁଯାୟୀ, ଫେବୃଆରୀ ୨୦୧୯ରେ ଜାମ୍ମୁ କାଶ୍ମୀର ପୁଲୱାମା ଆକ୍ରମଣ ପରେ ପାକିସ୍ତାନ … Read More

ପାକିସ୍ତାନରୁ ୨ ଭାରତୀୟ ଦୂତବାସ ଅଧିକାରୀ ନିଖୋଜ

ପାକିସ୍ତାନ, (ଓଡିଶା ଟାଇମ୍) : ପାକିସ୍ତାନରେ ଭାରତୀୟ ଉଚ୍ଚ ଆୟୋଗ ସହ ଜଡିତ ଦୁଇ ଅଧିକାରୀ ନିଖୋଜ ଥିବା ଖବର ସାମ୍ନାକୁ ଆସିଛି l ୨ ଭାରତୀୟ ଅଧିକାରୀ ଗତ ଦୁଇ ଘଣ୍ଟା ହେଲା ନିଖୋଜ ଥିବା କୁହାଯାଉଛି l ଭାରତୀୟ … Read More