ପୁଣି ଆରମ୍ଭ ହେବ ଅକ୍ସଫୋର୍ଡ କୋଭିଡ-୧୯ ଟିକା ପରୀକ୍ଷଣ
ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ସେରମ୍ ଇନଷ୍ଟିଚ୍ୟୁଟ୍ ପୁଣି ଥରେ ଅକ୍ସଫୋର୍ଡ-୧୯ ଟିକା ପରୀକ୍ଷଣ ଆରମ୍ଭ କରିବ। ଡ୍ରଗ୍ କଂଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ (ଡିସିଜିଆଇ)ର ଅନୁମତି କ୍ରମେ ପୁଣି ଆରମ୍ଭ ହେବ ଏହାର କ୍ଲିନିକାଲ ଟ୍ରାଏଲ। ଦ୍ବିତୀୟ ତଥା ତୃତୀୟ ପର୍ଯ୍ୟାୟ … Read More